ଏହି ବ୍ଲଡ ଗ୍ରୁପର ଲୋକଙ୍କୁ ବ୍ରେନ ଷ୍ଟ୍ରୋକର ବିପଦ ସବୁଠୁ ଅଧିକ, ଷ୍ଟଡୀରେ ହେଲା ଖୁଲାସା
ନୂଆଦିଲ୍ଲୀ: ଷ୍ଟ୍ରୋକ ସେତେବେଳେ ହୋଇଥାଏ, ଯେତେବେଳେ ବ୍ରେନରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇ ନଥାଏ କିମ୍ବା ଇଣ୍ଟରନାଲ ବ୍ଲିଡିଂ ହୋଇଥାଏ। ଏଥିରେ ବ୍ରେନ ସେଲ୍ସ ଭାଙ୍ଗିଯାଏ ବା ମରିବାକୁ ଲାଗିଥାଏ, ଯେଉଁଥିରେ…