ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଅତ୍ୟଧିକ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ଏ ନେଇ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା ରହିଛି । ହୀରାକୁଦକୁ ଇନ୍ ଫ୍ଲୋ କମୁଛି । ଆଗକୁ ବର୍ଷା ହେଲେ ବି ଏବେ ବନ୍ୟାର ଆଶଙ୍କା…

‘ମନ୍ କି ବାତ୍‌’ରେ ସମ୍ବଲପୁରୀ ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ମନ୍ କି ବାତ୍‌’ରେ ସମ୍ବଲପୁରୀ ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, ଦେଶରେ ହ୍ୟାଣ୍ଡଲୁମ ଧାଢ଼ିର ଚାହିଦା ବଢିବାରେ ଲାଗିଛି । ହ୍ୟାଣ୍ଡଲୁମ ଶାଢ଼ି ଲୋକଙ୍କ ଭିତରେ…

ବୈତରଣୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ, ଆଖଣ୍ଡଳମଣିକୁ ପାଣି ନେବାକୁ ଆସିଥିଲେ

ଯାଯପୁର: ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଶୈବ ଭକ୍ତମାନେ ପାଣି କାନ୍ଧରେ ନେଇ ଶିବ ଲିଙ୍ଗ ଉପରେ ଜଳାଭିଶେକ କରୁଛନ୍ତି । ବିଶ୍ୱାସ ରହିଛି ଯେ, ଏହା କରିବା ଦ୍ୱାରା ଅନେକ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ…

(Video) କମଲା ହାରିସଙ୍କୁ ପୁଣିଥରେ ପରିହାସ କଲେ ଏଲନ ମସ୍କ, ସେୟାର କଲେ Deepfake Video

ନୂଆଦିଲ୍ଲୀ: ଟେସ୍ଲା ଏବଂ ସ୍ପେସଏକ୍ସର ମାଲିକ ଏଲନ ମସ୍କ ଚର୍ଚ୍ଚାରେ ରୁହନ୍ତି । ମସ୍କ ଡେମୋକ୍ରାଟିକ ପାର୍ଟୀର ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ କମଲା ହାରିସଙ୍କର ମଜାକ ଉଡାଇ ଏକ୍ସରେ ଏକ ଭିଡିଓ ଜାରି କରିଛନ୍ତି ।…

ଇଲେକ୍ଟ୍ରିକ ଯାନରେ ମିଳୁଥିବା ସବସିଡିକୁ ଦୁଇ ମାସ ବଢାଇଲେ ସରକାର, ଜାରି କଲେ ୭୭୮ କୋଟି ଟଙ୍କା

ନୂଆଦିଲ୍ଲୀ: ସରକାରଙ୍କ ଶିଳ୍ପ ମନ୍ତ୍ରାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି ଯେ, ଇଲେକ୍ଟ୍ରିକ ମୋବିଲିଟୀ ପ୍ରମୋଶନ ସ୍କିମ ୨୦୨୪କୁ ଦୁଇ ମାସ ପାଇଁ ବଢାଯାଇଛି । ସରକାରଙ୍କ ଇଲେକ୍ଟ୍ରିକ ଯାନ ଉପରେ ଏହି ଯୋଜନାକୁ…

(Video) ଶୁଭ୍ରା ରଞ୍ଜନ କିଏ? ଯାହାଙ୍କର ପଢାଇବା ଶୈଳୀ ପାଇଁ ଆରମ୍ଭ ହୋଇଛି ବିବାଦ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ୟୁପିଏସସି କୋଚ ଶୁଭ୍ରା ରଞ୍ଜନଙ୍କର ପଢାଇବା ଶୈଳୀକୁ ନେଇ ବିବାଦ ଆରମ୍ଭ ହୋଇଛି । ଶୁଭ୍ରା ରଞ୍ଜନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ୟୁପିଏସସି ଛାତ୍ରଙ୍କୁ ପଢାଇବା ବେଳେ…

ଅମ୍ବାନୀ ଏବଂ ଅଦାନୀଙ୍କୁ ପଛରେ ପକାଇଲା ଟାଟା ଗ୍ରୁପ, ଏପର୍ଯ୍ୟନ୍ତ ଏହି ସଂଖ୍ୟାକୁ କେହି ପାରିନାହାନ୍ତି ଛୁଇଁ

ନୂଆଦିଲ୍ଲୀ: ଦେଶର ସବୁଠାରୁ ପୁରୁଣା ଏବଂ ପ୍ରତିଷ୍ଠିତ ବ୍ୟବସାୟୀ ଗ୍ରୁପରେ ସାମିଲ ଟାଟା ଗ୍ରୁପ ଏକ ଏପରି କୀର୍ତ୍ତି ହାସଲ କରିଛି, ଯାହା ଏପର୍ଯ୍ୟନ୍ତ ଦେଶର ପ୍ରତି ବିଜନେସ ଗ୍ରୁପର ସ୍ୱପ୍ନ । ଲୁଣଠାରୁ ସପ୍ଟୱେୟାର…

(Video) ଭୟଙ୍କର ଅଜଗର ସାଙ୍ଗରେ ଗାଧଉଛନ୍ତି ବ୍ୟକ୍ତି, ଜାଣନ୍ତୁ ସାପକୁ ନେଇ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଦୁନିଆରେ ଲୋକେ ଭିଡିଓ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାକୁ କିଛି ବି କାର୍ଯ୍ୟ କରିବାକୁ ପଛାଉନାହାନ୍ତି । କିଏ କିଏ ବାଇକ,କାର, ଟ୍ରେନରୁ ଷ୍ଟଣ୍ଟ ମାରିବା ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ…

‘ଏହା ବଙ୍ଗଳାର ଅପମାନ’, ଦିଲ୍ଲୀରୁ କୋଲକାତା ପହଞ୍ଚି ଏହି କଥା କହିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଦାବି କରିଛନ୍ତି ଯେ, ନୀତି ଆୟୋଗର ବୈଠକ ସମୟରେ ତାଙ୍କୁ କହିବାକୁ ଦିଆଯାଇନଥିଲା ଏବଂ ମାଇକ ବନ୍ଦ କରାଯାଇଥିଲା । ଏହା ପୂର୍ବରୁ ସେ ଦିଲ୍ଲୀରେ ମଧ୍ୟ…

ମମତା ବାନାର୍ଜୀଙ୍କ ଦାବିରେ ନୀତି ଆୟୋଗର ଆସିଲା ପ୍ରତିକ୍ରିୟା, ଜାଣନ୍ତୁ ସିଇଓ ବିଭିଆର ସୁବ୍ରମଣ୍ୟମ୍ କ’ଣ କହିଲେ

ନୂଆଦିଲ୍ଲୀ: ନୀତି ଆୟୋଗର ସିଇଓ ବିବିଆର ସୁବ୍ରମଣ୍ୟମ ସଂପୂର୍ଣ୍ଣ ମାମଲାରେ ନିଜର ପକ୍ଷ ରଖିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଉପସ୍ଥିତି ଥିଲେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଲଞ୍ଚ ପୂର୍ବରୁ…