ଭୂତ-ପ୍ରେତ ବାହାର କରିବା ବାହାନାରେ ୧୭ ବର୍ଷର ଝିଅ ସହ ଦୁଷ୍କର୍ମ କଲା ତାନ୍ତ୍ରିକ, ଆଉ ତା’ପରେ..
ନୂଆଦିଲ୍ଲୀ: ମୁମ୍ବାଇ ଭିରାରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇଜଣ ବ୍ୟକ୍ତି ଜଣେ ୧୭ ବର୍ଷୀୟ ନାବାଳିକାକୁ ଭୂତ ବାହାର କରିବା ବାହାନାରେ ଅନେକ ଥର ଦୁଷ୍କର୍ମ କରିଛନ୍ତି। ପୀଡିତାଙ୍କ ଅଭିଯୋଗ…