‘ସର୍ବଦା ବିଜେପି ସରକାର ରହିବ ନାହିଁ, ଆଜି ନୁହେଁ ତ କାଲି ପ୍ରତିଶୋଧ ନିଶ୍ଚୟ ନେବି’, ଜାଣନ୍ତୁ ଏପରି କାହିଁକି କହିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚତୁର୍ଥ ପର୍ଯ୍ୟାୟର ଭୋଟିଂ ଶେଷ ହୋଇସାରିଛି ଏବଂ ଆଉ ତିନୋଟି ପର୍ଯ୍ୟାୟ ବାକି ରହିଛି । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଏବଂ ନେତାମାନଙ୍କ ମଧ୍ୟରେ ଟାର୍ଗେଟ କରିବା…

୧୩ ତାରିଖର ପୂରା ଘଟଣା ବିଷୟରେ ପୋଲିସକୁ କହିଲେ ସ୍ୱାତୀ ମାଲିୱାଲ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଟିମ ଆପର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଘରୁ ବାହାରିଛନ୍ତି । ଦୀର୍ଘ ଚାରି ଘଣ୍ଟାରୁ ଅଧିକ ସମୟ ପରେ ପୋଲିସ ଟିମ ତାଙ୍କ ବାସଭବନରୁ ବାହାରିଛନ୍ତି । ସ୍ୱାତୀ ମାଲିୱାଲ ନିଜ ବୟାନ…

ସ୍ୱାତୀ ମାଲିୱାଲଙ୍କୁ ମିଳିଲା ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ, କହିଲେ- ତାଙ୍କ ସହ ମୁଁ ଛିଡା ହୋଇଛି

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଆପ ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଏକଜୁଟ ହେବା ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ତାଙ୍କୁ ମାରପିଟ ହୋଇଥିଲା ବୋଲି ଖବର…

Toshibaରେ ବଡ଼ ଧରଣର ଛଟେଇ, ୪ ହଜାର ଷ୍ଟାଫଙ୍କର ଚାଲିଯିବ ଚାକିରି

ନୂଆଦିଲ୍ଲୀ: ଜାପାନର କମ୍ପାନୀ ତୋଶିବାରେ ବଡ଼ଧରଣର ଛଟେଇ ହେବାକୁ ଯାଉଛି । ତୋଶିବାର ଘୋଷଣା ଅନୁସାରେ କମ୍ପାନୀ ନିଜ ଘରୋଇ କର୍ମଚାରୀଙ୍କ ସଂଖ୍ୟା ୪,୦୦୦ ପର୍ଯ୍ୟନ୍ତ ହ୍ରାସ କରିବାକୁ ଯାଉଛି । ଏହି ନିଷ୍ପତ୍ତି ତୋଶିବାର…

(Video) ସ୍ୱାତୀ ମାଲିୱାଲଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ ଟିମ, ଦୁର୍ବ୍ୟବହାର ମାମଲାରେ ଚାଲିଛି ତଦନ୍ତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀର ସାଂସଦ ଏବଂ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ଆଜି ଜେରା କରାଯାଉଛି । ଏ ନେଇ ଦିଲ୍ଲୀ ପୋଲିସ ଟିମ ଗୁରୁବାର ଦିନ ତାଙ୍କ ନିବାସରେ…

କାରରେ ମଦ ଏବଂ ମାଂସ ସେବନ କରୁଥିଲେ ସାବଧାନ! ଏହି ଗ୍ରହ ଆପଣଙ୍କୁ କରିଦେବେ କାଙ୍ଗାଳ

ଓଡ଼ିଶା ଭାସ୍କର: ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ-ନକ୍ଷତ୍ରର ପ୍ରତି କାର୍ଯ୍ୟ ଉପରେ ଶୁଭ ଓ ଅଶୁଭ ପ୍ରଭାବ ରହିଛି । ଆମ ଦ୍ୱାରା ଜାଣ-ଅଜାଣତରେ ଏପରି ଅନେକ ଭୁଲ ହୋଇଥାଏ, ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ ।…

Money Laundering Case: ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗୀରଙ୍କ ଉପରେ ଏହି ଅଭିଯୋଗ ଲଗାଇଲା ଇଡି, ରିମାଣ୍ଡ ନୋଟରେ ଖୁଲାସା

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ବିଭାଗ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ଛଅ ଦିନିଆ ଇଡି ରିମାଣ୍ଡରେ ପଠାଯାଇଛି । ପିଏମଏମଏ କୋର୍ଟ ଇଡିର ଆବେଦନକୁ ଗ୍ରହଣ କରି ତାଙ୍କୁ ଛଅ ଦିନିଆ ରିମାଣ୍ଡରେ ପଠାଇବାର ଅନୁମତି…

ଗାଧୋଇବା ବେଳେ ନଦୀରେ ଭାସିଗଲେ ଗୋଟିଏ ପରିବାରର ୭ ଜଣ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ଗୁଜରାଟରେ ଏକ ବଡ଼ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ସାତଜଣ ଲୋକେ ପାଣିରେ ବୁଡିଯାଇଛନ୍ତି । ଏମାନଙ୍କୁ ରେସ୍କ୍ୟୁ ଅପରେସନ ମାଧ୍ୟମରେ ଉଦ୍ଧାର କରାଯାଉଛି ।…

ଫେଡେରେସନ୍ କପ ୨୦୨୪ରେ ସ୍ୱର୍ଣ୍ଣ ପଦକ ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଅଲମ୍ପିକରେ ପୁଣିଥରେ ଭାରତର ମାନ ରଖିଛନ୍ତି । ଆଥଲେଟିକ୍ସ ଫେଡେରେସନ କପ ୨୦୨୪ରେ ଏହି ଖେଳାଳି ଜାଭଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରରେ…

‘ଏଣିକି ମୋତେ ଆଉ ବୁର୍ଖା ପିନ୍ଧିବାକୁ ପଡିବନି’, ଭାରତର ନାଗରିକତା ମିଳିବା ପରେ ଏପରି ଖୁସି ବ୍ୟକ୍ତ କଲେ ପାକିସ୍ତାନୀ ଭାବନା

ନୂଆଦିଲ୍ଲୀ: ସିଏଏ ଅନୁଯାୟୀ ବୁଧବାର ଦିନ ୧୪ ଜଣଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି । ଏନେଇ ସମସ୍ତେ ଖୁସି ରହିଛନ୍ତି । ତେବେ ଏହି ଅବସରରେ ଭାବନା ନାମକ ଜଣେ ଯୁବତୀ ଭାରତର ନାଗରିକତା ପାଇବା ପରେ ଖୁସି ବ୍ୟକ୍ତ…