fbpx
BSKY
BJD MC SKY
BJD YOUTH SKY

୩୧ ଜାନୁଆରୀ ପୂର୍ବରୁ ଜାରି ହୋଇପାରେ ପିଏମ କିସାନ ଯୋଜନାର ୧୩ତମ କିସ୍ତି! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୩ତମ କିସ୍ତି ଖୁବ ଶୀଘ୍ର କୃଷକଙ୍କ ଖାତାରେ ଆସିବାକୁ ଯାଉଛି । ହେଲେ ଏହା ପୂର୍ବରୁ କୃଷକ ମାନଙ୍କ ମନରେ କିସ୍ତିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବଥର…

ପୂର୍ବତନ ଅର୍ଥମନ୍ତ୍ରୀ ଦେଲେ ଇସ୍ତଫା, କଂଗ୍ରେସକୁ ଛାଡି ବିଜେପିର ହାତ ଧରିଲେ ମନପ୍ରୀତ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଏହାପରେ ସେ ବିଜେପି ଦଳରେ ସାମିଲ ହୋଇଛନ୍ତି । ମନପ୍ରୀତ ବାଦଲ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ରାଷ୍ଟ୍ରୀୟ…

୪ କର୍ମଚାରୀଙ୍କ ଦରମା ବନ୍ଦ, ପଦକ୍ଷେପ ନେଲେ ଜିଲ୍ଲାପାଳ

ବୌଦ୍ଧ: ୪ଜଣ ତହସିଲଦାର ଅଫିସରଙ୍କ ଦରମା ବନ୍ଦ କରାଯାଇଥିବା କଥା ସାମ୍ନାକୁ ଆସିଛି । ହରଭଙ୍ଗା ତହସିଲର ୩ କିରାଣିଙ୍କ ସମେତ ଜଣେ ପିଅନଙ୍କ ଦରମା ବନ୍ଦ କରାଯାଇଥିବା କଥା ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ପଦକ୍ଷେପ…

ୟୁକ୍ରେନ ହେଲିକପ୍ଟର ଦୁର୍ଘଟଣା, ମନ୍ତ୍ରୀଙ୍କ ସମେତ ୧୬ ମୃତ, ୨୨ ଆହତ

କିଭ: ୟୁକ୍ରେନ ରାଜଧାନୀ କିଭ ପାଖରେ ଏକ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା ଘଟିଛି । ଏଠାରେ ଏକ ହେଲିକପ୍ଟର ବିଲ୍ଡିଂରେ ମାଡ଼ ହୋଇ ଧ୍ୱଂସ ହୋଇଯାଇଛି । ଦୂର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୩ଜଣ ମନ୍ତ୍ରୀଙ୍କ…

ୟୁକ୍ରେନରେ ବଡ଼ ଧରଣ ହେଲିକପ୍ଟର ଦୁର୍ଘଟଣା, ମନ୍ତ୍ରୀଙ୍କ ସମେତ ୧୬ ମୃତ

କିଭ: ବର୍ତ୍ତମାନ ନେପାଳ ବିମାନ ଦୁର୍ଘଟଣା ପରେ ୟୁକ୍ରେନ ରାଜଧାନୀ କିଭ ପାଖରେ ଏକ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା ଘଟିଛି । ଏଠାରେ ଏକ ହେଲିକପ୍ଟର ବିଲ୍ଡିଂରେ ମାଡ଼ ହୋଇ ଧ୍ୱଂସ ହୋଇଯାଇଛି । ଦୂର୍ଘଟଣାରେ ୟୁକ୍ରେନର…

Video: କ୍ୟାନ୍ସର ରୋଗୀଙ୍କୁ ଲଣ୍ଡା କରୁଥିଲେ, ଭାବପ୍ରବଣ ହୋଇ ଏପରି କଲେ…

ଦୁନିଆରେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ମନ ଅତ୍ୟନ୍ତ କୋମଳ ହୋଇଥାଏ । ସେମାନେ ଛୋଟଛୋଟ କଥାରେ ଇମୋସନାଲ ହୋଇଯାଆନ୍ତି । ସେହିପରି କଠୋର ହୃଦୟ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ମନରେ ଅନେକ ଦୁଃଖ ଥାଇ ମଧ୍ୟ ବାହାରେ…

କାହିଁକି ଶବ ମାନଙ୍କ ସହ ସମ୍ବନ୍ଧ ରଖନ୍ତି ଅଘୋରୀ ବାବା? ଜାଣନ୍ତୁ ରହସ୍ୟ

ହିନ୍ଦୁ ଧର୍ମରେ ସାଧୁ ସନ୍ଥ ମାନଙ୍କର ପୂର୍ବ କାଳରୁ ମହତ୍ତ୍ୱ ରହିଆସିଛି ଏବଂ ସେମାନଙ୍କର ଅନେକ ରୂପ ମଧ୍ୟ ରହିଛି । ପ୍ରକୃତରେ କହିବାକୁ ଗଲେ, କେତେକ ସାଧୁ ଅଛନ୍ତି ସେମାନେ ଅତ୍ୟନ୍ତ ଶାନ୍ତ ହୋଇଥାନ୍ତି, ହେଲେ କେତେକ…

ଦେଶ-ବିଦେଶ ଭ୍ରମଣ ପାଇଁ ଫ୍ଲାଇଟ ବୁକିଂ କରିବା ସଂମ୍ପୂର୍ଣ୍ଣ ମାଗଣା, ଯାତ୍ରୀ ମାନଙ୍କୁ ମିଳିବ ବଡ ସୁବିଧା

ନୂଆଦିଲ୍ଲୀ: କିଛି ଲୋକଙ୍କୁ ଭ୍ରମଣ କରିବା ବହୁତ ଭଲ ଲାଗିଥାଏ । ଭ୍ରମଣ ପାଇଁ ଲୋକେ ଅନେକ ପ୍ଲାନିଂ କରିବା ପରେ ଭ୍ରମଣ କରିଥାନ୍ତି । ସେଥିପାଇଁ ଟଙ୍କା ନିଜ ରେଞ୍ଜ ଭିତରେ ଦେଖିବାକୁ ପଡିଥାଏ । ତେବେ ଏହି ପରିସ୍ଥିରେ…

Video: ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ ତ୍ରୁଟି, ଭାରତ ଯୋଡ ଯାତ୍ରାରେ ହଠାତ କୁଣ୍ଡାଇ ପକାଇଲେ ଜଣେ ବ୍ୟକ୍ତି

ପଞ୍ଜାବ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାର ତ୍ରୁଟି କଥା ସାମ୍ନାକୁ ଆସିଛି । ପଞ୍ଜାବର ହସିୟାପୁର ଟାଡାରେ ଚାଲିଥିବା ଭାରତ ଯୋଡ ଯାତ୍ରା ସମୟରେ ହଠାତ ଜଣେ ବ୍ୟକ୍ତି ଭିଡ ଭିତରେ ପସି ରାହୁଲ ଗାନ୍ଧୀଙ୍କୁ…

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଶିଶୁ କନ୍ୟା ମୃତ

ଉଦଳା: ମୟୂରଭଞ୍ଜ ଜିଲ୍ଲାର ଉଦଳାଠାରେ ପୋଖରୀରେ ବୁଡି ଯାଇ ଦେଢ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । କପ୍ତିପଦା ଥାନା ଗେଣ୍ଡାଗଡ଼ିଆ ଗାଁରେ ଏପରି ଅଘଟଣ ଘଟିଥିବା କଥା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଏହି…