fbpx
BSKY
BJD MC SKY
BJD YOUTH SKY

ସ୍ପେନ ପାସ କଲା ନୂଆ ଟ୍ରାନ୍ସଜେଣ୍ଡର ବିଲ, ୧୬ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମିଳିଲା ଲିଙ୍ଗ ପରିବର୍ତ୍ତନର ଅନୁମତି

ଆଜିକାଲି ବିଭିନ୍ନ ଲୋକେ ଲିଙ୍ଗ ପରିବର୍ତ୍ତନ କରିବାକୁ ମନ ଦେଉଛନ୍ତି ସେଥିପାଇଁ ସେମାନେ ବିଭିନ୍ନ ଦେଶକୁ ଯାଇ ଲିଙ୍ଗ ପରିବର୍ତ୍ତନ କରୁଛନ୍ତି । ଟ୍ରାନ୍ସଜେଣ୍ଡର ବିଲ ପାସ କରିବା ପରେ ଲିଙ୍ଗ ପରିବର୍ତ୍ତନ ଲୋକଙ୍କୁ…

ରାସ୍ତାକୁ ଓହ୍ଲାଇଲେ ଉଠା ଦୋକାନୀ, ବିଏମସିର ଦୋକାନ ଉଚ୍ଛେଦ ପ୍ରକ୍ରିୟାରେ ଜନଆନ୍ଦୋଳନ

ଭୁବନେଶ୍ୱର: କିଛିଦିନ ହେଲାଣି ଜାତୀୟ ରାଜପଥ କଡ ବା ଯେକୌଣସି ରାସ୍ତାକଡ଼ ଦୋକାନକୁ ଭଙ୍ଗା ଯାଉଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ସବୁ ଦୋକାନକୁ ଡୋଜର ଲଗାଇ ଭଙ୍ଗା ଯାଉଛି । ହେଲେ ଏହି ଦୋକାନୀ କିପରି ଗୁଜୁରାଣ…

ଚୀନ-ପାକିସ୍ତାନକୁ କଡା ଟକ୍କର, ୮୪ହଜାର କୋଟି ଟଙ୍କାର ଅସ୍ତ୍ର କିଣିବ ଭାରତ: ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ବହୁ ପ୍ରାଚୀନ କାଳରୁ ଭାରତ ଅନ୍ୟ ଦେଶ ମାନଙ୍କ ଠାରୁ ଶାସିତ ହୋଇଆସୁଛି । ସ୍ୱାଧୀନ ପାଇବା ପରେ ପଡୋଶୀ ଦେଶ ଗୁଡ଼ିକ ଭାରତକୁ ଆକ୍ରମଣ କରୁଛନ୍ତି ଏବଂ ସୀମା ଅଞ୍ଚଳରେ ବରମ୍ବାର ଯୁଦ୍ଧ ପରିସ୍ଥିତି ମଧ୍ୟ…

କୋରନାରେ ହନ୍ତସନ୍ତ ହେଲାଣି ଚୀନ: ହସପିଟାଲରେ ମିଳୁନାହିଁ ବେଡ୍, ଘରେ ଚିକିତ୍ସା ହେବାକୁ ପରାମର୍ଶ

ବେଜିଂ: ଚୀନର କୋରନା ପରିସ୍ଥିତି ଜନବହୁଳଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଲଗାତାର କୋଭିଡ ରୋଗୀଙ୍କ ସଂଖ୍ୟା ବଢିବା ହେତୁ ଚିକିତ୍ସା କରିବା ଏକ ବଡ ଚ୍ୟାଲେଞ୍ଜରେ ପରିଣତ ହୋଇସାରିଛି । ଏଭଳି ପରିସ୍ଥିତି ହସପିଟାଲ…

ଆଫଗାନିସ୍ତାନ ମହିଳାଙ୍କୁ କାହିଁକି ମନା ବିଶ୍ୱବିଦ୍ୟାଳୟ? କାରଣ କହିଲା ତାଲିବାନ

କାବୁଲ: ଗୁରୁବାର ଦିନ ଆଫଗାନିସ୍ତାନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମହିଳାମାନଙ୍କୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ତାଲିବାନ ଯେତେବେଳେ କ୍ଷମତାକୁ…

ରିସର୍ଚ୍ଚରୁ ବଡ ଖୁଲାସା; କୋଭିଡ ଦୀର୍ଘ ସମୟ ଧରି ଯକୃତକୁ ପହଁଚାଉଛି କ୍ଷତି!

ଚୀନରେ ସୃଷ୍ଟି ହୋଇଥିବା କରୋନା ପୁଣି ଥରେ ବିଶ୍ୱକୁ ଚିନ୍ତାରେ ପକାଇଛି। ସରକାର ଲୋକମାନଙ୍କୁ କରୋନା ବିଷୟରେ ସଜାଗ ରହିବାକୁ କହିଛନ୍ତି। ଅନ୍ୟପକ୍ଷରେ, କରୋନା ସଂକ୍ରମିତ ରୋଗୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ…

ନକଲି କଂଗ୍ରେସଙ୍କୁ ମଝିରେ ମଝିରେ ମହାତ୍ମା ଗାନ୍ଧୀଙ୍କ କଥା ମନେପଡୁଛି: ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: ଆଜି ସଂସଦ ଶୀତଅଧିବେଶନର ୧୧ତମ କାର୍ଯ୍ୟଦିବସ । ଲୋକସଭାରେ ଚୀନ ପ୍ରସଙ୍ଗରେ ଆଜି ମଧ୍ୟ ବିରୋଧୀଙ୍କ ଅନ୍ଦୋଳନ ଜାରି ରହିଛି । ଏହା ବ୍ୟତିତ ଆଜି ସଂସଦର ସେଣ୍ଟ୍ରାଲ ହଲରେ କଂଗ୍ରେସ ସଂସଦୀୟ ଦଳର ଏକ ବୈଠକ…

୪୦ବର୍ଷ ପରେ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ସହଜରେ ଅତିକ୍ରମ କରିବେ ବୃଦ୍ଧାବସ୍ଥା

ସାଧାରଣତଃ ବୟସ ବଢି ଯେତେବେଳେ ୪୦ ଅତିକ୍ରମ କରେ ସେତେବେଳେ ଆମ ଶରୀର ଅଧିକ ଯତ୍ନ ଆବଶ୍ୟକ କରେ, ଏହି ବୟସରେ ପ୍ରାୟତଃ ଲୋକମାନେ ଅନେକ ପ୍ରକାରର ରୋଗର ସମ୍ମୁଖୀନ ହୋଇଥାନ୍ତି । ହୃଦରୋଗ, ରକ୍ତଚାପ, ଏପରି ପରିସ୍ଥିତିରେ…

ଡାକ୍ତରୀ ଛାଡି କୃଷକ ହେଲେ, ଫୁଲ ଏବଂ ଗୁଆ ଚାଷ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି ; ଜାଣନ୍ତୁ ସୂତ୍ର

ଯମୁନାନଗର ର ଏକ ଗାଁ କରଡା ଖର୍ଦର ନିବାସୀ କୃଷ୍ଣ ଲାଲ, ବୃତ୍ତି ଅନୁଯାୟୀ ଜଣେ ଡାକ୍ତର, ଯିଏ ନିଜ ଗାଁରେ କ୍ଲିନିକ୍ ଚଳାନ୍ତି। ତାଙ୍କର ଦୁଇଟି ପୁଅ ଅଛନ୍ତି, ଜଣେ ଯମୁନାନଗର ସହରରେ ଏକ ଘରୋଇ ଡାକ୍ତରଖାନା ଖୋଲିଛନ୍ତି…

ବିଜେପି ବିଧାୟକ: ହେଲମେଟ ପିନ୍ଧି ମଞ୍ଚ ଉପରେ ଭାଷଣ ଦେଲେ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନ ୨୦୨୩କୁ ନେଇ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଭୁପେଶ ବାଘଲଙ୍କ କଂଗ୍ରେସ ସରକାରଙ୍କୁ ‘ଭାଗ୍, ଛତିଶଗଡ ବଚାଓ’ ଅଭିଯାନ ଚାଲୁରହିଛି । ଏହା ମଧ୍ୟରେ ମଙ୍ଗଳବାର ଦିନ…