ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ଏୟାରପୋର୍ଟ, ନିୟୋଜିତ ହେବ ଫାଇଟର ଜେଟସ, ଜାଣନ୍ତୁ ମୋଦୀ ସରକାରଙ୍କ ପ୍ଲାନ

ନୂଆଦିଲ୍ଲୀ: ଭାରତ ସରକାର ଲାକ୍ଷାଦ୍ୱୀପ ମିନିକୋଏ ଆଇଲ୍ୟାଣ୍ଡସରେ ନୂଆ ଏୟାରପୋର୍ଟ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଠାରେ ଫାଇଟର ଜେଟସ୍‌, ମିଲିଟାରୀ ଏୟାରକ୍ରାଫ୍ଟ ଏବଂ କମର୍ସିଆଲ ବିମାନ ଚଳାଚଳ ହେବ । ଏଠାରେ…

Flipkart Republic Day Saleର ଘୋଷଣା ହେଲା ତାରିଖ, ମିଳିବ ବମ୍ପର ରିହାତି

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବା ସାଙ୍ଗକୁ ଇ-କମର୍ସ ପ୍ଲାଟଫର୍ମ ଉପରେ ସେଲ ଆରମ୍ଭ ହୋଇସାରିଛି । ଆମାଜନ ପରେ ଏବେ ଫ୍ଲିପକାର୍ଟ ମଧ୍ୟ ସେଲ ତାରିଖ ଘୋଷଣା କରିଛି । ଇ-କମର୍ସ ପ୍ଲାଟଫର୍ମ ଉପରେ ଫ୍ଲିପକାର୍ଟ ରିପବ୍ଲିକ ଡେ’…

ଗ୍ରାହକଙ୍କୁ ଝଟକା ଦେଲା ଇଣ୍ଡିଗୋ, ନିଜ ପସନ୍ଦର ସିଟ ଚୟନ ପାଇଁ ବଢାଇଲା ଚାର୍ଜ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବିମାନ କମ୍ପାନୀ ଇଣ୍ଡିଗୋ ଗ୍ରାହକଙ୍କୁ ଝଟକା ଦେଇଛି। ପସନ୍ଦିତ ସିଟ୍ ବାଛିବା ପାଇଁ କମ୍ପାନୀ ଚାର୍ଜ ବୃଦ୍ଧି କରିଛି। ଆସନ ଚୟନ ଚାର୍ଜ ବୃଦ୍ଧି କରିବାର ନିଷ୍ପତ୍ତି ଏଭଳି ସମୟରେ ଆସିଛି।…

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ସହ କଥା ହେଲେ PM ମୋଦୀ, ସଂସଦୀୟ ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ​​ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବାଂଲାଦେଶୀ ପ୍ରତିପକ୍ଷ ଶେଖ ହସିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ, ପଡୋଶୀ ଦେଶ ସହ…

ଚମ୍ପା ଘାଟିରେ ଓଲଟିଲା ପିକଅପ୍‌: ୨୧ ଜଣ ଆହତ

ମୋହାନା: ଗଜପତି ଜିଲ୍ଲାରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଠାରେ ଥିବା ଚମ୍ପା ଘାଟିରେ ପିକଅପ୍ ଭ୍ୟାନ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୨୧ଜଣ ଛାତ୍ର ଆହତ ହୋଇଛନ୍ତି । ଛେଳିଗଡ଼ ହାଇସ୍କୁଲର ଛାତ୍ରଙ୍କୁ ନେଇ…

SBI ରିସର୍ଚ୍ଚ ରିପୋର୍ଟର ବଡ଼ ଦାବି, ଦେଶରେ ହ୍ରାସ ପାଉଛି ଅର୍ଥନୈତିକ ଅସମାନତା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଏକ ରିସର୍ଚ୍ଚ ରିପୋର୍ଟରେ ଦାବି କରିଛି ଯେ, ଦେଶରେ ଅର୍ଥନୈତିକ ଅସମାନତା ହ୍ରାସ ପାଇଛି । ରିପୋର୍ଟ ମୁତାବକ ଇନକମ ଟ୍ୟାକ୍ସ ରିଟର୍ଣ୍ଣର ଡାଟା ମାଧ୍ୟମରେ…

ପାଖରେ ଏହି କ୍ରେଡିଟ କାର୍ଡ ଥିଲେ ପ୍ରତିଦିନ ମାଗଣାରେ ଦେଖନ୍ତୁ ଫିଲ୍ମ, ଖର୍ଚ୍ଚ ହେବନି ଗୋଟିଏ ଟଙ୍କା

ନୂଆଦିଲ୍ଲୀ: ଯେଉଁମାନେ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ମଲ୍ଟିପ୍ଲେକ୍ସ ଚେନ୍ PVR ଆଇନକ୍ସରେ ଚଳଚ୍ଚିତ୍ର ଟିକେଟ୍ ବୁକ୍ କରନ୍ତି, ତେବେ କୋଟାକ୍ PVR ଆଇନକ୍ସ କ୍ରେଡିଟ୍ କାର୍ଡ…

Ration Cardରେ ଯୋଡିବାକୁ ଚାହୁଁଛନ୍ତି କି ନିଜ ପିଲାର ନାମ? ଯିବାକୁ ପଡିବନି ସରକାରୀ ଅଫିସ, ଘରେ ହୋଇଯିବ କାମ

ନୂଆଦିଲ୍ଲୀ: ରାସନ କାର୍ଡ ହେଉଛି ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଦଲିଲ ଯାହା ରେସନ କାର୍ଡ ଧାରକଙ୍କୁ ଖାଦ୍ୟ ଶସ୍ୟ, ଚିନି ଏବଂ କିରୋସିନି ରିହାତି ମୂଲ୍ୟରେ କ୍ରୟ କରିବାକୁ ଅନୁମତି ଦେଇଥାଏ। ଏହା…

(Video) ଭାରତ-ମାଳଦ୍ୱୀପ ବିବାଦ ମଝିରେ କାହିଁକି ଭାଇରାଲ ହେଉଛି ଧୋନୀଙ୍କ ଏହି ଭିଡିଓ?

ନୂଆଦିଲ୍ଲୀ: ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତର ଫଟୋକୁ ନେଇ ମାଳଦ୍ୱୀପର ମନ୍ତ୍ରୀମାନଙ୍କ କିଛି ଟିପ୍ପଣୀ ଉପରେ ବିବାଦ ଥମିବାର ନାମ ନେଉନି । ଭାରତ ସରକାର ମାଳଦ୍ୱୀପ…

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଯିବେ ଅଯୋଧ୍ୟା, ମିଳିଲା ରାମ ମନ୍ଦିର ଉଦଘାଟନର ନିମନ୍ତ୍ରଣ ପତ୍ର

ନୂଆଦିଲ୍ଲୀ: ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି । ଯାହାକୁ ନେଇ ଦେଶ-ବିଦେଶରେ ବହୁ ଉତ୍ସାହ ଦେଖିବାକୁ ମିଳୁଛି । କୁହାଯାଉଛି ଯେ, ରାମ ମନ୍ଦିରର ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ ବଡ଼…