Video: ଗରମରୁ ରକ୍ଷା କରିବା ସହ ଓଜନ ହ୍ରାସ କରାଇବ ଏହି ଡ୍ରିଙ୍କ, ଜାଣନ୍ତୁ କିପରି କରିବେ ତିଆରି

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ନିଆଁ ବୃଷ୍ଟି ହେଉଛି। ଖରାରେ ଦ୍ରୁତ ଗତିରେ ବଢ଼ୁଥିବା ତାପମାତ୍ରା ଲୋକଙ୍କ ପାଇଁ ଜୀବନକୁ କଷ୍ଟକର କରିଦେଇଛି। କ୍ରମାଗତ ଭାବେ ବଢ଼ୁଥିବା ମର୍କୁର ମଧ୍ୟରେ…

ଜେଲରେ ଝୁଲିଲା କଏଦୀର ଶବ, ପ୍ରଶାସନ କହୁଛି ସୁଇସାଇଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜେଲରେ ଜଣେ କଏଦୀ ଫାଶି ଲଗାଇ ଆତ୍ମହତ୍ୟା କରିବା କଥା ସାମ୍ନାକୁ ଆସିଛି । ଏହି କଏଦୀ ଜଣକ ୨୬ ବର୍ଷ ପର୍ଯ୍ୟନ୍ତ ଜେଲରେ ଅନ୍ତେବାସୀ ହୋଇ ରହୁଥିଲେ । କୁହାଯାଉଛି ଯେ, ସେ ଫାଶି ଲଗାଇ…

Video: ସିସୋଦିଆଙ୍କ ବେକକୁ ଧରି ଟାଣିନେଲା ପୋଲିସ, କେଜ୍ରିୱାଲ କହିଲେ ଏପରି ବ୍ୟବହାର ପାଇଁ ଉପରୁ ଆଦେଶ ମିଳିଛି କି?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଆଜି ପୋଲିସ ରାଉଜ ଏଭେନ୍ୟୁ କୋର୍ଟ ନେଇଯାଇଛନ୍ତି । ଏହାଦ୍ୱାରା ପୋଲିସ ମନିଷ ସିସୋଦିଆଙ୍କୁ ସୁରକ୍ଷା ଘେରରେ ନେଉଥିବା…

ଚପଲ କିଣିବାକୁ ଟଙ୍କା ନଥିବାରୁ ପାଦରେ ଗୁଡାଇଦେଲେ ପଲିଥିନ, ହେଲେ ଶିଶୁଙ୍କ ପାଦ ତାତିବାକୁ ଦେଲେନି ମାଆ

ଭୋପାଲ: ଦେଶରେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଉଛି। ଭୀଷଣ ଗରମ ହେତୁ ରାସ୍ତା ଘାଟ ସବୁ ତାତି ଯାଇ ରାସ୍ତାରେ ଚାଲିବା ଅତ୍ୟନ୍ତ କଷ୍ଟ ହେଇଯାଉଛି। ତେବେ ଏହି ତାତିଲା ଖରାରେ ଏକ କାରୁଣିକ ଦୃଶ୍ୟ ଦେଖିବାକୁ…

ରିସର୍ଚ୍ଚରୁ ବଡ଼ ଖୁଲାସା: ହୃଦଘାତ ପରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ମରିବାର ସମ୍ଭାବନା ଅଧିକ

ନୂଆଦିଲ୍ଲୀ: ଆଜିକାଲି ପ୍ରାୟତଃ ସମସ୍ତ ବର୍ଗର ଲୋକମାନେ ହୃଦଘାତର ଶିକାର ହେଉଛନ୍ତି। ଅନେକ ବଞ୍ଚୁ ଥିବା ବେଳେ ଅନେକ ହଠାତ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ଏନେଇ ୟୁରୋପୀୟ ସୋସାଇଟି ଅଫ୍ କାର୍ଡିଓଲୋଜିର…

ଶୈବପୀଠମାନଙ୍କରେ ନିଷେଧ ହେଲା ଗଞ୍ଜେଇ, ପ୍ରସାଦ ବାହାନାରେ ଆଉ ଚାଲିବନି ଚିଲମ ଟଣା

ଭୁବନେଶ୍ୱର: ଶୈବପୀଠମାନଙ୍କରେ ଗଞ୍ଜେଇ ଟଣାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । ମନ୍ଦିରରେ ପ୍ରସାଦ ବାହାନାରେ ଚିଲମ ଟଣା ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସଂପର୍କରେ ଓଡ଼ିଆ ଭାଷା, ସାହିତ୍ୟ…

ଆପଣଙ୍କ ପେଟ ଟାଣ ରହୁଛି କି? ଅଣଦେଖା କଲେ ଦେଖାଯିବ ଏହି ୪ଟି ସମସ୍ୟା, ଜାଣନ୍ତୁ କାରଣ ଓ ନିରାକରଣ

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତ ବହୁଳ ଜୀବନଶୈଳୀର ଖାଦ୍ୟପେୟ ଅନେକ ରୋଗ ସୃଷ୍ଟି କରୁଛି। ଏହି ରୋଗଗୁଡ଼ିକ ଶରୀରର ପ୍ରତ୍ୟେକ ଅଙ୍ଗକୁ ଦୁର୍ବଳ କରିଦେଉଛି। ଏଥିରେ, ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଉଛି। ଅଧିକାଂଶ ଲୋକଙ୍କ…

ବଡ଼ ଦୁର୍ଘଟଣା: ନଦୀରେ ଖସି ପଡିଲା କାର, ୩ ଯୁବକ ମୃତ, ୨ ଆହତ

ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ସାମ୍ନାକୁ ଆସିଛି। ଏଠାରେ ଥିବା ପାବର ନଦୀରେ ଏକ କାର ଖସିପଡିଥିବା ବେଳେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।…

ଆଜିଠାରୁ ଆରମ୍ଭ ହେଲା ୨,୦୦୦ ନୋଟର ବଦଳି, ବ୍ୟାଙ୍କ ବାହାରେ ଲାଗିପାରେ ଭିଡ଼

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨,୦୦୦ ଟଙ୍କା ବନ୍ଦକୁ ଯେବେଠାରୁ ଘୋଷଣା କରିଲେଣି ସେବେଠାରୁ ଲୋକମାନେ ଏହାକୁ କିପରି ବଦଳାଇବେ ତାହା ଚିନ୍ତା କରୁଛନ୍ତି । ତେବେ ଆଜି ହେଉଛି ନୋଟ ବଦଳାଇବାର…

ନକଲି ବିଶ୍ୱବିଦ୍ୟାଳୟର ତଦନ୍ତ ଆରମ୍ଭ; ଦେଶରେ ୨୧, ଓଡ଼ିଶାର ୨ଟିରେ ପଡିଲା ତାଲା

ଭୁବନେଶ୍ୱର: ନକଲି ବିଶ୍ୱବିଦ୍ୟାଳୟର ସଂଖ୍ୟା ଦେଶରେ ବଢିବାରେ ଲାଗିଛି । ପିଲାଙ୍କ ଠାରୁ ଟଙ୍କା ନେଇ ଜାଲ୍ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ପିଲାଙ୍କୁ ହଇରାଣର ଶିକାର ହେବାକୁ ପଡୁଛି ।…