ଭୟଙ୍କର ଭୂମିକମ୍ପରେ ଦୋହଲିଲା ରୁଷ, ୪୫ ମିନିଟରେ ୪ଟି ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ନୂଆଦିଲ୍ଲୀ: ରୁଷ ଆଜି ଭୟଙ୍କର ଭୂମିକମ୍ପରେ ଦୋହଲିଛି। ୧୨ଟାରୁ ୧ଟା ମଧ୍ୟରେ ଭିତରେ ୪ଥର ଭୂମିକମ୍ପ ଘଟିଛି। ଏହାର ତୀବ୍ରତା ୬ରୁ ୭ ମଧ୍ୟରେ ରହିଛି। ଗୋଟିଏ ପରେ ଗୋଟିଏ ୪ଥର ଭୂମିକମ୍ପ ଯୋଗୁଁ ପ୍ରଶାନ୍ତ ମହାସାଗରରେ…