ପୂର୍ବରୁ ଫ୍ଲପ୍ ଫିଲ୍ମ ଦେଇଥିବାର ରହିଛି ରେକର୍ଡ଼…ଏବେ ୨୦୦ କୋଟି ଫିଲ୍ମରେ ମିଳିଛି ନେଗେଟିଭ୍ ରୋଲ
ମୁମ୍ବାଇ: ମାୟାନଗରୀ ମୁମ୍ବାଇ । ଫିଲ୍ମଇଣ୍ଡଷ୍ଟ୍ରୀରେ ଏନ୍ଟ୍ରୀ କରିବା ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ । ଭାଗ୍ୟ ସାଥ୍ ଦେଲେ ଭଲ । କିନ୍ତୁ ଆପଣ ପ୍ରତିଷ୍ଠିତ ହେଲା ପରେ ବି ନିଜ…