ରାହୁଲ ଏବଂ ପ୍ରିୟଙ୍କା କରିବେ ରୋଡ ଶୋ: ବେଙ୍ଗାଲୁରୁ ପୋଲିସ ଜାରି କଲେ ଟ୍ରାଫିକ୍ ଆଡଭାଇଜରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଆସନ୍ତା ୧୦ ରେ ହେବ। ଏହି ସମୟରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ୭ ମଇରେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ତାଙ୍କ ଗସ୍ତକୁ…

୫୦ ହଜାର ଟଙ୍କାରେ ନାବାଳିକୁ କରିଥିଲେ ବିକ୍ରି, ଶେଷରେ ୪ଜଣଙ୍କୁ ଗିରଫ କଲା ପୋଲିସ

ଭୋପାଲ: ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାରେ ପୋଲିସ ଜଣେ ୧୭ ବର୍ଷର ବାଳିକାକୁ, ୫୦,୦୦୦ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି। ପୋଲିସ ଅଧୀକ୍ଷକ ଅମ୍ରିତ ମୀନା କହିଛନ୍ତି ଯେ, ରାଜ୍ୟର ମଣ୍ଡଳ…

Video: କରୀନା କପୁରଙ୍କୁ ଦେଖିବା ମାତ୍ରେ ପଛରେ ପଡିଗଲା ମହିଳା, ଡ୍ରାଇଭର ଧକ୍କା ଦେଇ କଲେ ବିଦା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ବାରମ୍ବାର ସ୍ପର୍ଶ କରିବାକୁ ଜିଦ୍ ଧରିଛନ୍ତି। କରୀନା…

ଆସିଗଲା ଜିଓର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ, ଯେଉଁଥିରେ ପ୍ରତିଦିନ ମିଳିବ ୧.୫ ଡାଟା ସହ ବହୁତ କିଛି

ନୂଆଦିଲ୍ଲୀ: ଜିଓର ରିଚାର୍ଜ ପୋର୍ଟଫୋଲିୟୋରେ ଆପଣଙ୍କୁ ବହୁ ପ୍ରକାର ପ୍ଲାନ୍ସ ଏବଂ ଅପସନ ମିଳୁଛି । ଯଦି ଆପଣ ଏକ ଏପରି ପ୍ଲାନ ଚାହୁଁଛନ୍ତି, ଯେଉଁଥିରେ ଡାଟା କଲିଙ୍ଗ ଏବଂ ଅନ୍ୟାନ୍ୟ ବେନିଫିଟ୍ସ ମିଳୁ, ତେବେ ଜିଓ ଏନେଇ…

ଚେକ୍ ବାଉନ୍ସ ହେଲେ କେଉଁ ଦଣ୍ଡ ମିଳିବ? ଜାଣନ୍ତୁ ଚେକ୍ ନେଉଥିବା ଲୋକ ପାଖେ କେତେ ଅଛି ଅଧିକାର

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କୁ ଚେକ୍ ଦେବା ପୂର୍ବରୁ ଆପଣଙ୍କୁ ଆକାଉଣ୍ଟରେ କେତେ ପରିମାଣର ବାଲାନ୍ସ ଅଛି ତାକୁ ପ୍ରଥମେ ଜାଞ୍ଚ କରିନେବା ଆବଶ୍ୟକ । କାରଣ ଚେକ ବାଉନ୍ସ ହେବା ପଛରେ ଦଣ୍ଡ ବିଧାନ ରହିଛି । ଯଦି…

ଏଫଡି ଉପରେ ଏହି ଘରୋଇ ବ୍ୟାଙ୍କ ବଢାଇଲା ସୁଧ, ୫୫୫ ଦିନ ପାଇଁ କରିବାକୁ ପଡିବ ନିବେଶ

ନୂଆଦିଲ୍ଲୀ: ଆମେ ଯେତେବେଳେ ବ୍ୟାଙ୍କରେ ଏଫଡି ଅର୍ଥାତ ଫିକ୍ସଡ୍ ଡିପୋଜିଟ କରୁଛୁ ସେତେବେଳେ ବ୍ୟାଙ୍କର ସୁଧ ବିଷୟରେ ଜାଣିବା ନିହାତି ଆବଶ୍ୟକ । କେଉଁ ବ୍ୟଙ୍କ ଅଧିକ ସୁଧ ଦେଉଛି ଏବଂ ତାର ପଲିସି ବିଷୟରେ ଜାଣି ଟଙ୍କା…

ଖରାଦିନେ ନିଶ୍ଚିତ ଖାଆନ୍ତୁ ଜହ୍ନି, ଜାଣନ୍ତୁ ଏଥିରେ ଲୁଚି ରହିଥିବା ଫାଇଦା

ନୂଆଦିଲ୍ଲୀ: ଖରାଦିନେ ଅନ୍ୟ ଏକ ମୌସୁମୀ ପରିବା ହେଉଛି ଜହ୍ନୀ । ଆମ ଓଡିଆମାନେ ଏହାକୁ ନିଜ ବାରିରେ ଲଗାଇଥାନ୍ତି । ତେବେ ଏହି ଜହ୍ନୀକୁ ବହୁ ଲୋକ ଅଛନ୍ତି ଯେଉଁମାନେ ଜହ୍ନୀକୁ ପସନ୍ଦ କରନ୍ତି ନାହିଁ । ଏହି ପରିବା…

(Video) ପ୍ରଧାନମନ୍ତ୍ରୀଙ୍କ ବେଙ୍ଗାଲୁରୁରେ ଆଜି ଦ୍ୱିତୀୟ ଦିନ: ଆରମ୍ଭ ହେଲା ମେଗା ରୋଡ୍ ସୋ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ରାଜ୍ୟରେ ନିର୍ବାଚନ ପ୍ରଚାର ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଦ୍ୱିତୀୟ ଦିନ ପାଇଁ ଏକ ରୋଡ୍ ସୋ…

ସୂର୍ଯ୍ୟ ଦେବ କରିବାକୁ ଯାଉଛନ୍ତି ବୃଷ ରାଶିରେ ପ୍ରବେଶ, ସଂକ୍ରାନ୍ତି ଦିନ କରନ୍ତୁ ଏହି ଉପାୟ

ଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ସୂର୍ଯ୍ୟ ଦେବ ଗୋଟିଏ ରାଶି ଛାଡି ଅନ୍ୟ ଏକ ରାଶି ପ୍ରବେଶ କରନ୍ତି, ସେତେବେଳେ ସେହି କାର୍ଯ୍ୟ ସଂକ୍ରାନ୍ତି ଭାବରେ ଜଣାଶୁଣା। ଯେତେବେଳେ ସୂର୍ଯ୍ୟ ଦେବ ମେଷ ଛାଡି ବୃଷ ରାଶିରେ…

ଆୟକର ବିଭାଗର ଚଢାଉ; ଜବତ ହେଲା ୧୫.୩ କୋଟି ନଗଦ ରାଶି ସହ ୧୦.୧୪ କେଜି ସୁନା

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଆଜି ଚଢ଼ାଉ ବେଳେ ଆୟକର ବିଭାଗ ୧୫.୩ କୋଟି ଟଙ୍କା ଏବଂ ୧୦.୧୪ କିଲୋଗ୍ରାମ ସୁନା ୭.୦୮ କୋଟି ଟଙ୍କା ଜବତ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କ କାର୍ୟ୍ୟାଳୟ…