ଇନଷ୍ଟାଗ୍ରାମରେ ଆପେ ଆପେ ସ୍କ୍ରଲ୍ ହେବ କି ରିଲ୍ସ? ଜାଣନ୍ତୁ ନୂଆ ଫିଚର ବିଷୟରେ..
ନୂଆଦିଲ୍ଲୀ: ଭାରତରେ ଯେବେଠାରୁ ଟିକଟକ ବ୍ୟାନ୍ ହେଲାଣି, ଇନଷ୍ଟାଗ୍ରାମ ରାଜ୍ କରୁଛି। ସମସ୍ତଙ୍କ ମୁହଁରେ ରିଲ୍ସର ନାମ। ଲୋକେ ଦିନ ରାତି ଏହାକୁ ସ୍କ୍ରୋଲ କରୁଛନ୍ତି, ଯାହା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ…