ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ପିନ୍ଧି ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଫ୍ୟାନ୍ସ କ’ଣ କହିଲେ
ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ମୁମ୍ବାଇ ପାଣ୍ଡ୍ୟାଙ୍କୁ ଆଇପିଏଲ ୨୦୨୪ ପାଇଁ ଦଳରେ ସାମିଲ କରିଛି। ହାର୍ଦ୍ଦିକ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ସହିତ ଥିଲେ।…