ଏହି ତିନୋଟି ରାଜ୍ୟରେ ହଇଚଇ ସୃଷ୍ଟି କରୁଛି କରୋନା, ୨୪ ଘଣ୍ଟାରେ ୧୩ ଜଣ ମୃତ୍ୟୁ, ୩ ହଜାରରୁ ଅଧିକ ଟପିଲା ମାମଲା

ନୂଆଦିଲ୍ଲୀ: କରୋନା ସାରା ଦେଶରେ ବିପଦ ସୃଷ୍ଟି କରିବାରେ ଲାଗିଛନ୍ତି। ବିଶେଷକରି ଏହି ସମୟରେ ତିନୋଟି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର ଏବଂ…

ମାଫିଆ ଅତୀକ ଅହମ୍ମଦ ଏବଂ ବିଲ୍ଡରଙ୍କ ଚାଟ ଭାଇରାଲ, ଟଙ୍କା ପାଇଁ କରିଥିଲେ ହ୍ୱାଟ୍ସଆପ ମେସେଜ

ଉତ୍ତରପ୍ରଦେଶ: ମାଫିଆ ଅତୀକଙ୍କୁ ଏନକାଉଁଣ୍ଟର କରାଯିବ ପରେ ଅନେକ କଥା ସାମ୍ନାକୁ ଆସୁଛି । କିଛିଦିନ ତଳେ ପ୍ରୟାଗରାଜ ମାଫିଆ ଅତୀକ ଅହମଦଙ୍କ ଏନକାଉଁଣ୍ଟରରେ ମରିଥିବା ପୁଅ ଅସଦ ଏବଂ ମୋହମ୍ମଦ ମୁସଲିମ ନାମକ ଜଣେ…

ଅତୀକ-ଅଶରଫଙ୍କ ଶେଷ ଚିଠିରେ କଣ ରହିଛି ରାଜ? SC ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଉଛି ବନ୍ଦ ଲଫାପା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମାଫିଆ ଅତୀକ୍ ଅହମ୍ମଦଙ୍କ ଚିଠି ଏକ ବନ୍ଦ ଲଫାପାରେ ପଠାଯାଉଛି। ଅତୀକ୍ ଅହମ୍ମଦଙ୍କ ଓକିଲ ବିଜୟ ମିଶ୍ର ଏହା ନିଶ୍ଚିତ…

ସାମ୍ନାକୁ ଆସିଲା ୨୪ ଘଣ୍ଟାର କୋଭିଡ ରିପୋର୍ଟ, ସାରା ଦେଶରେ ଏତିକି ହେଲା ପଜେଟିଭ ମାମଲା

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୭,୬୩୩ ଟି କରୋନା ମାମଲା ରହିଛି।…

Video: ଏବେ ଆଉ କେଉଁ ମାଫିଆ କାହାକୁ ଦେଇପାରିବେନି ଧମକ , ଅତୀକ-ଅଶରଫ ହତ୍ୟା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଥମ ବକ୍ତବ୍ୟ

ଲକ୍ଷ୍ନୌ: ଅତୀଫ - ଅଶରଫଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିବା ଘଟଣା ବର୍ତ୍ତମାନ ହେଡଲାଇନରେ ରହିଛି । ତାଙ୍କୁ ସାମ୍ବାଦିକ ଛଦ୍ମ ବେଶରେ ଦୁଇ ବ୍ୟକ୍ତି ଗୁଳି କରିଥିଲେ ପରେ ସେହିଠାରେ ଅତ୍ମସମର୍ପଣ…

ସୁନ୍ଦର ଦେଖାଯିବା ପାଇଁ ମହିଳା ଜଣକ କଲେ ସର୍ଜରୀ, ମାସ୍କ ଓହ୍ଲାଇବା ପରେ ଡରିଯାଉଛନ୍ତି ପୁରଷ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଇନଫ୍ଲୁଏଁସର ଜେସିକା ବୁରକୋ ସୁନ୍ଦର ଦେଖାଯିବା ପାଇଁ ଓଠକୁ ସର୍ଜରୀ କରିଥିଲେ । ଏହା ଦ୍ୱାରା ସେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯିବେ । ହେଲେ ସର୍ଜରୀ ପରେ ତାଙ୍କ ସହ ପୂରା ବିପରୀତ…

ଦାନ ନାମରେ ହେଉଥିଲା ଟ୍ୟାକ୍ସ ଚୋରି, ୮୦୦୦ କର୍ମଚାରୀଙ୍କୁ ନୋଟିସ ଦେଲେ ଆୟକର ବିଭାଗ

ନୂଆଦିଲ୍ଲୀ: ଆୟକର ବିଭାଗ ପାଖାପଖି ୮,୦୦୦ ଟ୍ୟାକ୍ସପେୟର୍ସଙ୍କୁ ନୋଟିସ ପଠାଇଛନ୍ତି । ଏଥିରେ ଧର୍ମିକ ଟ୍ରଷ୍ଟ ମଧ୍ୟ ସାମିଲ ଅଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, କରଦାତା ନିଜ ଆୟ ଏବଂ ବ୍ୟୟର ଅନୁପାତରେ ଦାନ…

ଲଣ୍ଡନ ଫେରନ୍ତା ପୁଅ ସଂପତ୍ତି ପାଇଁ ନିଜ ମାଆକୁ ଜାଳିଦେଲା, ରୋଷେଇ ଘରୁ ମିଳିଲା ହତ୍ୟାର ପ୍ରମାଣ

ନୂଆଦିଲ୍ଲୀ: ଦିଲ୍ଲୀ କୀର୍ତି ନଗର ଅଂଚଳରେ ଗତ ମଙ୍ଗଳବାର ଦିନ ଏକ ୭୮ ବର୍ଷୀୟ ବୃଦ୍ଧ ମହିଳା ରୋଷେଇ ଘରେ ପୋଡିହୋଇ ପ୍ରାଣ ହରାଇଥିଲେ । ଆରମ୍ଭରୁ ଲାଗୁଥିଲା ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ କିନ୍ତୁ ପରେ ଜଣାପଡିଲା ଯେ,…

ଝାରସୁଗୁଡା ଉପନିର୍ବାଚନ: ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭରିବେ ନାମାଙ୍କନ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିବା ପରେ । ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଛି । ପୂର୍ବରୁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ…

ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୪୦ ମୃତ୍ୟୁ, ୧୭୪ ଜଣ ଗିରଫ, ଅନେକ ଡାକ୍ତର ଖାନାରେ ଭର୍ତ୍ତି

ପାଟଣା: ବିହାରର ମୋତିହାରୀରେ ହୋଇଥିବା ବିଷାକ୍ତ ମଦ ମାମଲାର ଅନ୍ୟ ଏକ କଥା ସାମ୍ନାକୁ ଆସିଛି । ଯେଉଁ ପଦାର୍ଥରେ ମଦ ତିଆରି ହୋଇଥିଲା ତାକୁ ପଡୋଶୀ ରାଜ୍ୟରୁ ଅଣାଯାଇଥିଲା । ଏଥିରେ ମିଥାଇଲ ଅଲକୋହଲ ରହିଥିବା କଥା…