କଂଗ୍ରେସର ବିକ୍ଷୋଭ: ଦଳର ନେତା ଓ କର୍ମୀଙ୍କ ସହିତ ପୋଲିସର ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଧାନୀରେ କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା କଥା ସାମ୍ନାକୁ ଆସିଛି । କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଏପରି ପରିସ୍ଥିତି ଉପୁଜିଛି । ପୋଲିସ…

ଏହି ଦିନରେ ଗରମ ରହିଥାଏ ମହିଳାଙ୍କ ମସ୍ତିସ୍କ, ଜାଣନ୍ତୁ କାହିଁକି ଛୋଟଛୋଟ କଥାରେ ପ୍ରକାଶ କରନ୍ତି ବିରକ୍ତିଭାବ

ନୂଆଦିଲ୍ଲୀ: ସାଧାରଣତଃ ମଣିଷଙ୍କ ମୁଡ୍ କେତେବେଳେ ଭଲ ରହିଥିବା ବେଳେ କେତେବେଳେ ଖରାପ ରହିଥାଏ । ତେଣୁ ଏହାକୁ ନେଇ ଏକ ଅଧ୍ୟୟନ କରାଯାଇଛି । ଯେଉଁଥିରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ମୁଣ୍ଡ ଅଧିକ ଗରମ…

ଇଂରାଜୀ ଭାଷା ବ୍ୟବହାର କରିବ ନାହିଁ ଏହି ଦେଶ, ନିୟମ ଉଲଂଘନ କଲେ ଏକ ଲକ୍ଷ ଟଙ୍କା ଜରିମାନା

ରୋମ: ଇଟାଲୀ ସରକାର ନିଜ ଦେଶରେ ଇଂରାଜୀ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ସିଏନଏନ ଅନୁଯାୟୀ, ସରକାରୀ ଯୋଗାଯୋଗ କରିବା ପାଇଁ ଇଟାଲୀରେ ନାଗରିକଙ୍କ ଦ୍ୱାରା ଇଂରାଜୀ ବା ଅନ୍ୟ କୌଣସି ବିଦେଶୀ…

ଟିମ୍ ଇଣ୍ଡିଆର ଦିଗଜ ଖେଳାଳି ସଲୀମ ଦୁରାନୀଙ୍କ ପରଲୋକ, କ୍ୟାନ୍ସର ରୋଗରେ ଥିଲେ ପୀଡିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଦିଗଜ କ୍ରିକେଟର ସଲୀମ ଦୁରାନୀଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି । ଗୁଜରାଟ ଜାମନଗରରେ ଆଜି ସକାଳେ ସେ ଶେଷ ନିଶ୍ୱାସ ନେଇଛନ୍ତି…

ପ୍ରେମ କରିବା ପାଇଁ ଛାତ୍ରଙ୍କୁ ମିଳିଲା ଏକ ସପ୍ତାହ ଛୁଟି, ଜାଣନ୍ତୁ କାହିଁକି ଏପରି ନିୟମ କଲା କଲେଜ

ଚୀନ ସରକାର ନିଜ ଦେଶରେ ଜନ୍ମ ଦର ଅର୍ଥାତ ବାର୍ଥ ରେଟରେ ବୃଦ୍ଧି କରିବାକୁ ନୂଆ ନୂଆ ପଲିସି ବାହାର କରୁଛନ୍ତି । ତେଣୁ ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ୱାନ ଚାଇଲ୍ଡ ପଲିସି ଏବଂ କିଛି ଅନ୍ୟ କାରଣ ପାଇଁ ଚୀନର…

Video: ଆମେରିକାରେ ଭୟଙ୍କର ଘୂର୍ଣ୍ଣିବଳୟର ତାଣ୍ଡବ ଦୃଶ୍ୟ, ୨୧ ମୃତ, ଅନେକ ଆହତ

ୱାଶିଂଟନ: ଆମେରିକାରେ ପୁଣି ଥରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ ହଇଚଇ ସୃଷ୍ଟି କରିଛି। ଶୁକ୍ରବାର ଏବଂ ଶନିବାର ପ୍ରାରମ୍ଭରେ ଦେଶର ଦକ୍ଷିଣ ଏବଂ ମଧ୍ୟ-ପଶ୍ଚିମ ଭାଗରେ ପ୍ରବଳ ଘୂର୍ଣ୍ଣିବଳୟରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ…

ମେଷରେ ଉଦୟ ହେବାକୁ ଯାଉଛନ୍ତି ବୁଧ, ଏହି ୪ଟି ରାଶିର ଲୋକେ ହେବେ ବ୍ୟବସାୟ ବାଣିଜ୍ୟରେ ଲାଭବାନ

ବୈଦିକ ଶାସ୍ତ୍ରରେ ବୁଧ ଗ୍ରହକୁ ତର୍କ ଏବଂ ବୁଦ୍ଧିର ପ୍ରତୀକ ବୋଲି କୁହାଯାଇଛି । ଯେଉଁ କୁଣ୍ଡଳୀରେ ବୁଧ ମଜବୁତ ଥାନ୍ତି, ସେହି ମାନଙ୍କ ଜୀବନରେ ଭଲ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ବୁଦ୍ଧିମାନ ବ୍ୟକ୍ତିତ୍ୱ ପ୍ରାପ୍ତି…

Joint Pain ରୁ ମୁକ୍ତି ଦେଇଥାଏ କ୍ୟାପ୍ସିକମର ଚଟପଟା ଚଟଣୀ, ଜାଣନ୍ତୁ ରେସିପି

କ୍ୟାପ୍ସିକମ୍ ହେଉଛି ଏକ ସବୁଜ ପନିପରିବା ଯାହା ପ୍ରୋଟିନ୍, ଫାଇବର, ଆଇରନ୍, ଭିଟାମିନ୍ ସି ଏବଂ କାର୍ବୋହାଇଡ୍ରେଟ୍ ପରି ଗୁଣରେ ଭରପୂର । ସେଥିପାଇଁ କ୍ୟାପସିକମ୍ ଖାଇ ଆପଣ ଅନେକ ପୋଷକ ତତ୍ତ୍ୱ ପାଇପାରିବେ । ଏହା…

ଆଜିଠାରୁ ହେବନି କୌଣସି ଶୁଭ କାମ, ଜାଣନ୍ତୁ ଏହା ପଛରେ ଥିବା କାରଣ!

ଆଜିଠାରୁ ବୃହସ୍ପତି ଅସ୍ତ ହେବାକୁ ଯାଉଥିବାରୁ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ହୋଇଯିବ। ଆଜି ଅର୍ଥାତ୍ ଏପ୍ରିଲ୍ ୦୧, ୨୦୨୩ ରେ, ଏହା ରାତି ୦୭.୧୨ ରେ ଅସ୍ତ ହୋଇଛନ୍ତି। ଏହି ଗ୍ରହ ଭାଗ୍ୟ, ସଫଳତା, ଧନ ଏବଂ ସୁଖର କାରଣ ବୋଲି…

ଠକେଇର ନୂଆ କୌଶଳ: ଅନଲାଇନରୁ ମଦ ମଗାଇଲେ ଖାଲି ହେଇଯାଉଛି ଆକାଉଣ୍ଟ, ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଲୋକଙ୍କ ପକେଟରୁ ଟଙ୍କା ଠକେଇ କରିବା ପାଇଁ ସାଇବର ଠକମାନେ ପ୍ରତିଦିନ ନୂଆ ଉପାୟ ବାହାର କରୁଛନ୍ତି। ଲୋକମାନେ ସାଇବର ପୋଲିସ ଷ୍ଟେସନରେ ଏପରି ଅଭିଯୋଗ କରିଛନ୍ତି ଯେ, ଯେଉଁଥିରେ ଏହି ଠକମାନେ ମଦ ଯୋଗାଇବା…