ବୁଧବାରରେ ବଢିଗଲା ସୁନା-ରୂପା ମୂଲ୍ୟ, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ଦର
ନୂଆଦିଲ୍ଲୀ: ବିଶ୍ୱର ପରିସ୍ଥିତି ଏବଂ ଆମେରିକାରେ ଡଲାରରେ ଦୁର୍ବଳ ଯୋଗୁଁ ବୁଧବାର ଦିନ ସକାଳୁ ଘରୋଇ ଫ୍ୟୁଚର ବଜାରରେ ସୁନାର ମୂଲ୍ୟ ବଢିଥିବା ଦେଖିବାକୁ ମିଳିଛି। ସେହିପରି ରୂପାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।…