ନବରାତ୍ରୀର ଏକ ମାସ ପରେ ହେବ ଗୁରୁ ଚଣ୍ଡାଳ ଯୋଗ, ଏହି ରାଶି ମାନଙ୍କର ହୋଇପାରେ ଅସୁବିଧା, ବିଗିଡିପାରେ ବ୍ୟାଙ୍କ ବାଲାନ୍ସ

ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀ ସବୁଠାରୁ ଶୁଭ ଏବଂ ପବିତ୍ର ପର୍ବ ବୋଲି କୁହାଯାଏ । ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ନଅଟି ରୂପ ପୂଜା କରାଯାଇଥାଏ । ଏହି ବର୍ଷ ଚୈତ୍ର ନବରାତ୍ରୀ ପଞ୍ଚକ ଆରମ୍ଭ ହୋଇସାରିଛି । ନବରାତ୍ରୀ…

ଚାରୋଟି ଶିଶୁଙ୍କୁ ନେଇ କୂଅରେ ଡେଇଁ ପଡିଲା ମାଆ, ଡର ଲାଗିଲା ପରେ ଜଣକୁ ନେଇ ବାହାରକୁ ବାହାରି ଆସିଲା, ୩ ଶିଶୁ ମୃତ୍ୟୁ

ଭୋପାଲ: ମଧ୍ୟପ୍ରଦେଶର ବୂରହାନପୂର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନିତ ଘଟଣା ଘଟିଛି । ପାରିବାରିକ କଳହ ପାଇଁ ରବିବାର ଦିନ ଜଣେ ୩୦ ବର୍ଷୀୟ ମହିଳା ନିଜ ୪ଟି ଶିଶୁ ସହିତ କୂଅ ମଧ୍ୟକୁ ଡେଇଁ ପଡିଥିଲା । ପୋଲିସ କହିବା…

ଇବୋଲା ପରି ଭୟଙ୍କର ଭାଇରସ ଏହି ଦେଶରେ ମାଡିବାରେ ଲାଗିଛି, ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ମୃତ୍ୟୁ, ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁବାର ଦିନ କହିଛନ୍ତି ଯେ, ଇକ୍ୱେଟୋରିଅଲ ଗଣନାରେ ମାରବର୍ଗ ଭାଇରସ ପ୍ରକୋପରୁ ସାତ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ରକ୍ତସ୍ରାବ ଜ୍ୱର ପାଇଁ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା…

ନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷ, ମିଳିବ ଦେବୀ ଦୁର୍ଗା ମାଆଙ୍କ ଆର୍ଶୀବାଦ

ନବରାତ୍ରୀ ସମୟରେ, ସକାଳ ଏବଂ ସନ୍ଧ୍ୟା ଆରତୀ ଏବଂ ମନ୍ତ୍ର ଜପ କରିବା ଦ୍ୱାରା ଘରର ପରିବେଶ ସକାରାତ୍ମକ ରହିଥାଏ। ଏହି ସମୟରେ, ଯେଉଁମାନେ ୯ ଦିନ ଉପବାସ କରନ୍ତି, ଦେବୀ ଦୁର୍ଗା ସେମାନଙ୍କୁ ଆଶୀର୍ବାଦ କରନ୍ତି।…

ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଶୀଖର ଧାୱନ, ଦ୍ୱିତୀୟ ବିବାହକୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ଦୀର୍ଘ ଦିନ ଧରି ଅଲଗା ରହିଛନ୍ତି। ସେମାନଙ୍କ ଅଲଗା ହେବାର ଗୁଜବ ଆରମ୍ଭ ହେବା ପରଠାରୁ କ୍ରିକେଟର କିମ୍ବା ତାଙ୍କ ପତ୍ନୀ ଖୋଲାଖୋଲି…

ଖାଲିସ୍ଥାନ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ: କାନାଡା ରାଜଦୂତଙ୍କୁ ଡାକିଲା ଭାରତ

ନୂଆଦିଲ୍ଲୀ: ଗତ ସପ୍ତାହରେ କାନାଡାର କୂଟନୈତିକ ମିଶନ ଏବଂ କନସୁଲେଟ୍ ବିରୋଧରେ ବିଚ୍ଛିନ୍ନତାବାଦୀ ତଥା ଉଗ୍ରବାଦୀ କାର୍ଯ୍ୟକଳାପକୁ ନେଇ ଭାରତ ଗତକାଲି କାନାଡା ହାଇ କମିଶନରଙ୍କୁ ଡକାଇଥିଲା। କାନାଡା ପୋଲିସର…

ସୋଲାର ଏନର୍ଜୀ ଏବଂ ନାରୀ ଶକ୍ତିଠୁ ନେଇ ଆୱାର୍ଡ ପର୍ଯ୍ୟନ୍ତ: ଜାଣନ୍ତୁ ପ୍ରଧାମନମନ୍ତ୍ରୀ କଣ କହିଲେ ‘ମନ୍ କି ବାତ୍’ ରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯେଉଁଠାରେ ଭାରତର ଲୋକଙ୍କ 'ମନ୍ କି ବାତ' ଅଛି, ସେଠାରେ ପ୍ରେରଣା ଆଉ କିଛି ଅଟେ। ମୁଁ ଖୁସି ଯେ ମନ କି ବାତର ୧୦୦ ତମ ପର୍ଯ୍ୟାୟ ବିଷୟରେ ଦେଶର ଲୋକଙ୍କ ମଧ୍ୟରେ ବହୁତ…

ଆମେରିକାରେ ଭାରତୀୟ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଖାଲିସ୍ଥାନୀ ସମର୍ଥକ, ଭାରତ କଲା ନିନ୍ଦା

ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନ ସ୍ଥିତ ଦୂତାବାସ ବାହାରେ ଭାରତୀୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା କଥା ସାମ୍ନାକୁ ଆସିଛି । ସେଠାରେ ଖାଲିସ୍ଥାନୀ ସମର୍ଥକ ମାନେ ଲାଠି ଦ୍ୱାରା ଆକ୍ରମଣ କରି ଅନେକ ଗାଳି…

ଗ୍ୟାସ ଠାରୁ ନେଇ ସୁନା କିଣିବା ପର୍ଯ୍ୟନ୍ତ ୧ ଏପ୍ରିଲରେ ବଦଳି ଯିବ ସବୁ ମୂଲ୍ୟ, ଦେଖନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ: ୨୦୨୩ ମସିହାର ମାର୍ଚ୍ଚ ମାସ ଶେଷ ହେବାକୁ ଯାଉଛି । ଏପ୍ରିଲ ମାସରେ କିଛି ଜିନିଷ ମୂଲ୍ୟରେ ବଦଳିବାକୁ ଯାଉଛି । ଏହା ସାଧାରଣ କର୍ମଚାରୀଙ୍କ ଉପରେ ଭାରି ପ୍ରଭାବ ପକାଇବାକୁ ଯାଉଛି । ତେବେ ଆପଣଙ୍କୁ…

ସହରରେ ବୁଲୁଛନ୍ତି ହାତୀପଲ, ଲୋକେ ଆତଙ୍କିତ

ଝାରସୁଗୁଡା: ବିଳମ୍ବିତ ରାତିରେ ଝାରସୁଗୁଡା ସହରରେ ଦଳ ଦଳ ହାତୀ ବୁଲୁଥିବାର କଥା ସାମ୍ନାକୁ ଆସିଛି । ଏନେଇ ସହରବାସୀ ଭୟଭୀତ ପରିସ୍ଥିତିରେ ଦିନ କଟୁଛନ୍ତି । କେହି ଘରୁ ପଦାକୁ ବାହାରିବା ପାଇଁ ମଧ୍ୟ ଡରୁଛନ୍ତି ।…