କର୍ମଚାରୀଙ୍କୁ ମିଳିଲା ଶୋଇବା ପାଇଁ ଛୁଟି, ୱାର୍ଲଡ ସ୍ଲିପ ଡେ ରେ ଏହି କମ୍ପାନୀ ଦେଲା ଉପହାର

ବେଙ୍ଗାଲୁରୁ: କର୍ମଚାରୀ ମାନଙ୍କୁ ଖୁସି କରିବା ପାଇଁ କମ୍ପାନୀ ଭିନ୍ନ ଭିନ୍ନ ଗିଫ୍ଟ ଦେଇଥାନ୍ତି । କିଛିଦିନ ପୂର୍ବରୁ ଖବର ଆସିଥିଲା କି ଚୀନର ଟେକ କମ୍ପାନୀ ନିଜର ପୁରୁଷ କର୍ମଚାରୀ ମାନଙ୍କୁ ଖୁସି ରଖିବା ପାଇଁ…

ମାଇକ୍ରୋସଫ୍ଟ କମ୍ପାନୀ ଆରମ୍ଭ କଲା ନୂଆ ଫିଚର, MS Office ରେ ଉପଯୋଗ କରିପାରିବେ GPT-4 ଟେକନିକ

ନୂଆଦିଲ୍ଲୀ: ଦୁନିଆର ବଡ ଟେକନିକ କମ୍ପାନୀ ମାଇକ୍ରୋସଫ୍ଟ କମ୍ପାନୀ ଗୁରୁବାର ଦିନ Microsoft 365 Copilot ର ଘୋଷଣା କରିଛି । ଯାହା କମ୍ପାନୀର ପ୍ରଡକ୍ଟିଭ୍ ଆପ ପାଇଁ AI-ସଂଚାଳିତ ଅପଗ୍ରେଟ ଅଟେ । ଏହାଦ୍ୱାରା…

ରାତିରେ ହେଉନି କି ଗଭୀର ନିଦ? ଆପଣାନ୍ତୁ ଏହି ୬ଟି ଉପାୟ, ସର୍ବଦା ରହିବେ ସତେଜ ଏବଂ ସୁସ୍ଥ

ଏକ ସୁସ୍ଥ ଜୀବନଶୈଳୀକୁ ଉପଭୋଗ କରିବା ପାଇଁ, ପର୍ଯ୍ୟାପ୍ତ ପରିମାଣରେ ଶୋଇବା ନିହାତି ଆବଶ୍ୟକ । ଯଦିଓ କିଛି ଲୋକ ପ୍ରାୟତଃ ନିଦ୍ରାର ଶିକାର ହୁଅନ୍ତି । ଯେଉଁଥିପାଇଁ ସେମାନଙ୍କର ନିଦ ସଂପୂର୍ଣ୍ଣ ହୁଏ ନାହିଁ । ଏପରି…

ଆଜିଠାରୁ ବଦଳିବ ଏସବିଆଇ କ୍ରେଡିଟ୍ କାର୍ଡ ନିୟମ, ଏହା ଆପଣଙ୍କ ପକେଟରେ ପକାଇବ ସିଧା ପ୍ରଭାବ, ଜାଣନ୍ତୁ ନୂଆ ରୁଲ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କର କୋଟୋକୋଟି ଗ୍ରାହକଙ୍କ ପାଇଁ ବଡ ଖବର ଆସି ପହଁଚିଛି । ଆପଣଙ୍କ ପାଖେ ଯଦି ଏସବିଆଇର କାର୍ଡ ଅଛି ତେବେ ବ୍ୟାଙ୍କ ଆପଣଙ୍କୁ ଏକ ବଡ ଝଟକା ଦେଇଛି । ଆଜିଠାରୁ ବ୍ୟାଙ୍କ…

ପାକିସ୍ତାନର ଘନିଷ୍ଠ ବନ୍ଧୁ ଦେଲା ସାହାଯ୍ୟର ପଛଘୁଞ୍ଚା, ଟଙ୍କା ଦେବା ପାଇଁ ମନା କରିଲେ ଚୀନ ନିବେଶକ

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛି। ANI ର ଏକ ରିପୋର୍ଟ ଅନୁଯାୟୀ, ସିପିଇସିର ଅନେକ ପ୍ରକଳ୍ପ…

CISF ର ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କୁ ଦିଆଯିବ ୧୦ ପ୍ରତିଶତ ସଂରକ୍ଷଣ, ଶାରୀରିକ ସୁସ୍ଥତା ପରୀକ୍ଷଣରେ ମଧ୍ୟ ଦିଆଯିବ ଆରାମ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ସିଆଇଏସଏଫ ରେ ପୂର୍ବତନ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଘୋଷଣା କରିଛନ୍ତି । ଏଥିରେ ଏକ ସପ୍ତାହ ପୂର୍ବରୁ ବିଏସଏଫରେ ମଧ୍ୟ ପୂର୍ବତନ ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବାର…

ମା’ର ହତ୍ୟାକାଣ୍ଡରେ ଝିଅ ଗିରଫ, ଶବକୁ କାଟି ଖଣ୍ଡ ଖଣ୍ଡ କରି ରଖିଥିଲା ଘରେ

ମୁମ୍ବାଇ: ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ନିଜ ୫୫ବର୍ଷୀୟ ମାଆକୁ ହତ୍ୟା କରିବାର ଅଭିଯୋଗ ଲଗାଯାଇଛି । ଅଭିଯୋଗ ହୋଇଛି ଯେ, ସେ ତାଙ୍କ ମାଆଙ୍କୁ ହତ୍ୟା କରି ଛୋଟ ଛୋଟ ଖଣ୍ଡ କରି ୨ମାସ ହେଲାଣି ଘରେ ଲୁଚାଇ ରଖିଥିଲେ ।…

ଭାରତୀୟ ନୋଟରେ କାହିଁକି ଲେଖାଯାଇଛି ‘ ମୁଁ ଧାରକଙ୍କୁ .. ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି’, ଏହାର ଅର୍ଥ କଣ?

ନୂଆଦିଲ୍ଲୀ: ସ୍ୱାଧୀନତା ପରଠାରୁ ଭାରତୀୟ ମୁଦ୍ରା ନୋଟଗୁଡ଼ିକର ଆକାରରେ ଅନେକ ପରିବର୍ତ୍ତନ ଆସିଛି। କେତେକ ନୂତନ ନୋଟ୍ ପ୍ରଚାର ପ୍ରସାର ହୋଇଥିବାବେଳେ କେତେକ ନାମକରଣ ନୋଟ୍ ବନ୍ଦ ହୋଇଯାଇଛି। ବିମୁଦ୍ରୀକରଣ ପରେ ୫୦୦…

ମାଟ୍ରିକ ପରୀକ୍ଷାରେ ଅନିୟମିତତା: ସସପେଣ୍ଡ ହେଲେ ୩ ଅଧୀକ୍ଷକ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର ଅନିୟମିତତା ଯୋଗୁଁ ୩ଟି କେନ୍ଦ୍ରର ଅଧୀକ୍ଷକଙ୍କୁ ସସପେଣ୍ଡ କରାଯିବା କଥା ସାମ୍ନାକୁ ଆସିଛି । ଏଥିରେ କଳାହାଣ୍ଡି, କଟକ ଓ ନୟାଗଡ଼ ଜିଲ୍ଲାର ୩ଟି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ…

ଭାରତ ପାଇଁ ଚିନ୍ତାର କାରଣ, ଏହି ଦେଶ ତାର ଚତୁର୍ଥାଂଶ ଅସ୍ତ୍ର ଚୀନ ଠାରୁ କିଣୁଛି : ରିପୋର୍ଟ

ନୂଆଦିଲ୍ଲୀ: ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (SIPRI) ର ରିପୋର୍ଟ ଅନୁଯାୟୀ, ଏହା ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ଅସ୍ତ୍ରଶସ୍ତ୍ର, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ…