ହୋଟେଲରେ ଅଗ୍ନିକାଣ୍ଡ: ବାହାରେ ଥିବା ୩ଟି ଗାଡ଼ିରେ ଲାଗିଗଲା ନିଆଁ

ମସୁରୀ: ଉତ୍ତରାଖଣ୍ଡର ମସୁରୀ ସହରର କୁଲଡି କ୍ୟାମେଲ ବ୍ୟାକର ଏକ ହୋଟେଲ ରିଙ୍କରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ମାତ୍ରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଅଞ୍ଚଳ ଧୂଆଁରେ ଆଚ୍ଛାଦିତ…

ଖାଲି ପେଟରେ ଔଷଧ ଖାଇବା କେତେ ପରିମାଣରେ ଠିକ୍? ଜାଣନ୍ତୁ ଡାକ୍ତର କିଛି ମେଡିସିନ ପାଇଁ କାହିଁକି କୁହନ୍ତି ଏପରି କଥା

ଖାଲି ପେଟରେ କିଛି ଔଷଧ ସେବନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହା କାହିଁକି? ଆପଣ କିପରି ବିଶ୍ୱାସ କରିପାରିବେ ଯେ, ଆପଣଙ୍କ ପେଟ ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲି…

(Video) ଗୋଟିଏ ବିଲ୍ଡିଂରୁ ଅନ୍ୟ କୋଠାକୁ ଡେଇଁ ଷ୍ଟଣ୍ଟ କରୁଥିଲେ ଏହି ବ୍ୟକ୍ତି! ହେଲା ଦୁର୍ଘଟଣା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦୁର୍ଘଟଣା କାହା ସହିତ ଏବଂ କେତେବେଳେ ହେବ ତାହା କେହି କହିପାରିବେ ନାହିଁ । ବେଳେବେଳେ ଆମେ ନ ଚାହିଁ ମଧ୍ୟ ଦୁର୍ଘଟଣାର ଶିକାର ହେଇଯାଉ । କିନ୍ତୁ କିଛି ଲୋକ ଦୁନିଆରେ ଏପରି ମଧ୍ୟ ଅଛନ୍ତି, ସେମାନେ ଜାଣି…

ଆଜି ବିଶ୍ୱକର୍ମା ପୂଜା: ଜାଣନ୍ତୁ ପୂଜାବିଧି ଏବଂ ଧାର୍ମିକ ମହତ୍ତ୍ୱ

ଆଜି ଅର୍ଥାତ୍ ୧୭ ସେପ୍ଟେମ୍ବର ୨୦୨୩, ରବିବାର ହେଉଛି ଭଗବାନ ବିଶ୍ୱକର୍ମା ଜୟନ୍ତୀ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବିଶ୍ୱକର୍ମା ପୂଜା ଦିବସ ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଏ। ଏହି ଦିନ ଭଗବାନ…

ବ୍ରାଜିଲରେ ବିମାନ ଦୁର୍ଘଟଣା: କର୍ମଚାରୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶନିବାର ବ୍ରାଜିଲର ଆମାଜନସ୍ ରାଜ୍ୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟ ରାଜଧାନୀ ମାନସଠାରୁ ପ୍ରାୟ ୪୦୦…

(Video) ସାମ୍ନାକୁ ଆସିଲା ଅନନ୍ତନାଗ ଏନକାଉଁଣ୍ଟର ଭିଡ଼ିଓ: ଦେଖନ୍ତୁ କିପରି ଆତଙ୍କବାଦୀଙ୍କୁ ଡ୍ରୋନ୍ ସାହାଯ୍ୟରେ ବୋମା ପକାଇଲା ସୁରକ୍ଷା…

ଶ୍ରୀନଗର: ଜାମ୍ମୁ-କଶ୍ମୀରର ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଆତଙ୍କବାଦୀମାନେ ଗୁମ୍ଫା ମୁହାଣରେ ବସିଥିବାର ନଜର ଆସିଛନ୍ତି। ଏହି ସମୟରେ ଆତଙ୍କବାଦୀମାନେ ବସିଥିବା…

ଅଙ୍ଗନବାଡ଼ି ଦିଦିଙ୍କୁ ମିଳିଲା ସ୍କୁଲ ଦାୟିତ୍ୱ, ଚିଠି ଲେଖି ନିର୍ଦ୍ଦେଶ ଦେଲେ ଡିଇଓ

ଭୁବନେଶ୍ୱର: ଅଙ୍ଗନବାଡ଼ି ଦିଦିଙ୍କୁ ମିଳିଲା ସ୍କୁଲ ଦାୟିତ୍ୱ । ଶିକ୍ଷକ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ବାହାରିଛି । ତେଣୁ ସ୍କୁଲ ପରିସରରେ ଥିବା ମଧ୍ୟାହ୍ନଭୋଜନରେ ଅଙ୍ଗନବାଡ଼ି ଦିଦିଙ୍କୁ…

ସ୍ତ୍ରୀକୁ ପାଗଳ କହିବା ମାନସିକ ନିର୍ଯାତନା ନୁହେଁ: ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଶୁକ୍ରବାର ଦିନ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଉପରେ ଲଗାଇଥିବା ମାନସିକ ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗକୁ ଖାରଜ କରିଛନ୍ତି । ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ‘ତୁମର କୌଣସି ବୁଦ୍ଧି…

(Video) ବ୍ୟାଙ୍କରୁ ଟଙ୍କା ଧରି ଘରେ ପହଁଚିଲା ଏହି ବ୍ୟକ୍ତି: ଦେଖନ୍ତୁ ଆଖିପିଛୁଳାକେ କିପରି ୫ ଲକ୍ଷ ଟଙ୍କା ନେଇଗଲା ଚୋର

ନୂଆଦିଲ୍ଲୀ: ବିହାରରେ ଦୁଷ୍କର୍ମକାରୀମାନେ ଦିନରାତି ଡକାୟତି, ହତ୍ୟା ଏବଂ ଚୋରି ଘଟଣା ଘଟାଉଛନ୍ତି। ବର୍ତ୍ତମାନ ଏପରି ଏକ ମାମଲା ମୋତିହାରୀ ଜିଲ୍ଲାର ଚାକିଆ ପୋଲିସ ଷ୍ଟେସନ ଅଞ୍ଚଳର ଚାକିଆ ଟାଉନରୁ ଆସିଛି। ଶୁକ୍ରବାର…

ଏବେ ଡ୍ରୋନ ଦ୍ୱାରା ଭାରତକୁ ଆତଙ୍କବାଦୀ ପଠାଇବ ପାକିସ୍ତାନ! ଭାଇରାଲ ହେଲା ଲଶ୍କର-ଏ-ତାଇବା ଡ୍ରୋନ ଟ୍ରେନିଂ କ୍ୟାମ୍ପର ଭିଡିଓ

ନୂଆଦିଲ୍ଲୀ: ଡ୍ରୋନ୍ ମାଧ୍ୟମରେ ଭାରତକୁ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ପଠାଇବାର କଳ୍ପନା ଏବେ ପୁରୁଣା ହୋଇଗଲା। ବର୍ତ୍ତମାନ ଲଶ୍କର ଏହାର ଆତଙ୍କବାଦୀଙ୍କୁ ଭାରତ ପଠାଇବା ପାଇଁ ଡ୍ରୋନ ବ୍ୟବହାରର ପରୀକ୍ଷା କରୁଛି। ଭାରତରେ…