ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟଙ୍କ ପାଇଁ ଖୁସି ଖବର, ପ୍ରାଣୀ ଉଦ୍ୟାନକୁ ଆସିଲେ ୫ ନୂଆ ଅତିଥି
ଭୁବନେଶ୍ୱର: ନନ୍ଦନକାନନକୁ ୩ ପ୍ରଜାତିର ୫ ନୂଆ ଅତିଥି ଆସିଛନ୍ତି । ୧ହଳ ହୁଲୁକ୍ ଗିବନ, ଏକ ହଳ ଘୁଷୁରୀ ଲାଞ୍ଜି ମାଙ୍କଡ଼ ଓ ଗୋଟିଏ ମାଈ କଳା ହିମାଳୟ ଭାଲୁ ପ୍ରଣୀ ଉଦ୍ୟାନକୁ ଅଣାଯାଇଛି । ଶୁକ୍ରବାର ଦିନ ନୂଆ…