ଦୁନିଆର ସବୁଠୁ ଦାମୀ ବଟର! ଏହାର ଗୋଟିଏ ଖଣ୍ଡ ୨୭ ଲକ୍ଷରେ ହେଲା ବିକ୍ରି!
ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ ବଟର ସ୍ପେନରେ ବିକ୍ରି ହୁଏ। ଏହାକୁ ତିଆରି କରିବାର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବଟରର ଏକ ଖଣ୍ଡ ୨୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି।…