କି ଭୁଲ୍ କରିଥିଲା ଏହି ୬ ବର୍ଷର ଶିଶୁ? ପୁଅକୁ ହୋଟେଲରେ ହତ୍ୟା କରି, ବାପା ଫେରାର
ପାଟନା: ବିହାରର ରାଜଧାନୀ ପାଟନାରେ 3 ଜଣ ବ୍ୟବସାୟୀ ଏବଂ ଜଣେ ବିଜେପି ନେତାଙ୍କ ହତ୍ୟାର ଚର୍ଚ୍ଚା ମଧ୍ୟରେ, ଆଉ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି।
ଏଥିରେ ଜଣେ ବାପା ନିଜ 6 ବର୍ଷର ପିଲାକୁ ହତ୍ୟା କରିଛି। ଏହି…