ଫାଙ୍କା ଗୁଳି ଫୁଟାଇ ଡକାୟତି, ୩ଲକ୍ଷ ଲୁଟିନେଲେ ଲୁଟେରା!

ସୋର: ରାଜ୍ୟ ତଥା ଦେଶରେ ଅନେକ ଡ଼କାୟତି ହେଉଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ସୋର ଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଲୁଟେରାମାନେ ଫାଙ୍କା ଗୁଳି ଫୁଟାଇ ୩ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।…

ସକାଳର ଏହି ଖରାପ ଅଭ୍ୟାସ ପାଇଁ ଅଣ୍ଟାରେ ବଢିଯାଏ ଚର୍ବି, ଦୂରେଇ ରୁହନ୍ତୁ ଏହି ଜିନିଷ ଠାରୁ

ଆପଣଙ୍କ ସକାଳ ଯଦି ଭଲ ହୁଏ ତେବେ ସମ୍ପୂର୍ଣ୍ଣ ଦିନ ମଧ୍ୟ ଭଲରେ ଯାଇଥାଏ । ସେଥିପାଇଁ ସକାଳର ସବୁ ଜିନିଷ ଭଲ ହେବା ନିହାତି ଆବଶ୍ୟକ । ଏହା ମାନସିକ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶାରୀରିକ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ କାମ…

ଏହିଦିନ ନଖ କାଟିବା ଶୁଭ ହୋଇଥାଏ, ଅଚାନକ ମିଳିବ ଟଙ୍କା ଏବଂ ସଫଳତା!

ନଖ ଗୁଡ଼ିକ ସାଧାରଣତଃ ମୃତ ସ୍ନାୟୁକୋଷ ଅଟେ, କିନ୍ତୁ ହାତ, ପାଦକୁ ଏହା ଅଧିକ ସୁନ୍ଦର କରିଥାଏ । ବେଳେବେଳେ ଏହି ନଖକୁ କାଟିବା ଏବଂ ସଫା କରିବାକୁ ପଡ଼ିଥାଏ । ତେବେ ଧର୍ମଶାସ୍ତ୍ରରେ ଏହି ନଖ କାଟିବାକୁ ନେଇ ଅନେକ ବିଧି…

ବ୍ୟକ୍ତିଙ୍କ ପାଖେ ପହଁଚିଲା ୧୯୯୫ ବର୍ଷର ଚିଠି, ଖୋଲିକି ପଢିଲା ପରେ ପସ୍ତାଇବାକୁ ଆରମ୍ଭ କଲେ

ଲଣ୍ଡନ: ସାଧାରଣତଃ ପୂରୁଣା ଜିନିଷ ଉପରୁ ଆକର୍ଷଣ କେବେହେଲେ ଯାଏ ନାହିଁ । ସେହିପରି ବ୍ରିଟେନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ହାତ ଏପରି ଜିନିଷ ଉପରେ ଲାଗିଛି ଯାହା ଦୁନିଆ ସାରା ଭାଇରାଲ ହୋଇସାରିଲାଣି । ୨୮ ବର୍ଷର ଚିଠି…

ଭାରତୀୟ ନୌସେନା ନିଯୁକ୍ତି ୨୦୨୩: ଏପରି କରନ୍ତୁ ଏସଏସସି ଆଇଟି ପଦବୀରେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଏସଏସସି କାର୍ଯ୍ୟନିର୍ବାହୀ ଖାଲି ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଗ୍ରହୀ ପ୍ରାର୍ଥୀମାନେ ଏହି ପୋଷ୍ଟ ପାଇଁ ଯୋଗ୍ୟତା ସମାପ୍ତ ବିଜ୍ଞପ୍ତି ପଢି ଅନଲାଇନରେ ଆବେଦନ କରିପାରିବେ ।…

ଗଜବ ପ୍ରିପେଡ୍ ପ୍ଲାନ! ୧୮୦ ଦିନ କରିବାକୁ ପଡିବ ନାହିଁ ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ: ବହୁ ସମୟ ପର୍ଯ୍ୟନ୍ତ ମୋବାଇଲ ରିଚାର୍ଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଭୋଡାଫୋନ-ଆଇଡିଆ ଆପଣଙ୍କ ପାଇଁ ଏକ ଖାସ ଉପାୟ ଆଣିଛି । ଏହି ପ୍ଲାନରେ ଆପଣଙ୍କୁ ବହୁ ଆଡିସନାଲ ବେନିଫିଟ ମଧ୍ୟ ମିଳିବ…

ଆତଙ୍କବାଦୀଙ୍କୁ ଚିହ୍ନିଥିବା ଦେବିକା ରୋଟାୱନ, ସାମିଲ ହେଲେ ଭାରତ ଯୋଡ଼ ଯାତ୍ରାରେ

ଜୟୀପୁର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ଦେବିକା ରୋଟାୱନ ନାମକ ଯୁବତୀ ଅଂଶୀଦାର ହୋଇଛନ୍ତି । ଦେବିକା ନଭେମ୍ବର ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇଥିଲେ ଏବଂ ସେମାନଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ ।…

ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ଅଭିଭାବକ-ଶିକ୍ଷକ ବୈଠକ, ଚିଠି ଲେଖିଲେ ଗଣଶିକ୍ଷା ବିଭାଗ କମିଶନର

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୮ ତାରିଖରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ…

ଚୀନକୁ ଚକମା ଦେବ ‘ପ୍ରଳୟ’, ଉତ୍ତର-ପୂର୍ବ ଭାରତରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ଚୀନ୍କୁ ଚକମା ଦେବ‘ପ୍ରଳୟ’ । ଅର୍ଥାତ ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମର ବାୟୁସେନା ଉତ୍ତର-ପୂର୍ବ ଭାରତରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ କରିବାକୁ ଯାଉଛି । ଏହାର ନାମ ‘ପ୍ରଳୟ’ ରଖାଯାଇଛି ।…

ଡଟ୍ ଫେଷ୍ଟର ୭ମ ଦିବସ: ଅମିତ୍ ତ୍ରିବେଦୀଙ୍କ ରୋମାଣ୍ଟିକ୍ ସଂଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଡଟ୍ ଫେଷ୍ଟକୁ ଇତିମଧ୍ୟରେ ସପ୍ତାହେ ବିତିଲାଣି, କିନ୍ତୁ ୭ମ ଦିନରେ ମଧ୍ୟ ଲୋକଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି । ଏଥିରେ ୨୦,୦୦୦ରୁ ଅଧିକ…