Breaking: CAF କ୍ୟାମ୍ପରେ ହେଡ କନେଷ୍ଟବଳ କଲେ ଫାୟରିଙ୍ଗ, ୩୦ ରାଉଣ୍ଡ ଚଳାଇଲେ ଗୁଳି, ଠିକ୍ ସମୟରେ ପହଁଚିଲେ ଅଫିସର
ରାୟପୁର: ଛତିଶଗଡର କାନକରରେ ଜଣେ ହେଡ କନଷ୍ଟେବଳ ସୋମବାର ଦିନ CAF କ୍ୟାମ୍ପରେ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ, ଯବାନ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଛନ୍ତି। ସେ ବାୟୁରେ ଗୁଳି ଚଳାଇଛନ୍ତି। ତେବେ ଏ ବିଷୟରେ ଅଧିକ…