ଶରୀର ପାଇଁ ବହୁ ଲାଭଦାୟକ ମକା ଘାସ, ଏହାକୁ ଚାହା କରି ପିଇଲେ ହେବନାହିଁ ଷ୍ଟୋନ
ବର୍ଷା ଋତୁରେ ମକା ବହୁ ପରିମାଣରେ ମିଳିଥାଏ । ପ୍ରାୟ ସମସ୍ତଙ୍କୁ ଏହା ଖାଇବା ପାଇଁ ପସନ୍ଦ । ତେବେ ମକା ଖାଇବା ପରେ ଆମେ ତାର ଚୁଳ ବା ଘାସକୁ ବାହାର କରି ଫୋପାଡି ଦେଇଥାଉ । କାରଣ ମକା ଖାଇବା ବେଳେ ଯଦି ଏହା ମୁହଁରେ…