ସୁନା ଦରରେ ଆସିଲା ବଡ ପରିବର୍ତ୍ତନ, ଶସ୍ତା ହେଲା ରୂପା ; ୫୪ହଜାର ତଳକୁ ଖସିଲା ମୂଲ୍ୟ
ବଜାରରେ କ୍ରମାଗତ ବୃଦ୍ଧି ପରେ ଆଜି ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘାଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ୫୪,୦୦୦ ତଳକୁ ଖସି ଯାଇଛି । ଏଥି ସହିତ ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପ୍ରତି ୬୬,୧୦୦…