Disney+ Hotstar ଦେଲା ୟୁଜର୍ସଙ୍କୁ ବଡ ଝଟକା, ଆଇପିଏଲ ପରେ ଏବେ ଦେଖାଇବନି ଏହି ସମସ୍ତ ଶୋ
ନୂଆଦିଲ୍ଲୀ: Disney+ Hotstar ୟୁଜର୍ସ ମାନଙ୍କୁ ଏକ ବଡ ଝଟକା ଦେଇଥିବା କଥା ସାମ୍ନାକୁ ଆସିଛି । ଓଟିଟି ପ୍ଲାଟଫର୍ମରେ ଆପଣଙ୍କୁ ୩୧ ମାର୍ଚ୍ଚରେ ଏଚବିଓର କଣ୍ଟେଣ୍ଟ ଦେଖାଇବ ନାହିଁ । ଏହାର ସୂଚନା କମ୍ପାନୀ ନିଜେ…