ପ୍ରଧାନମନ୍ତ୍ରୀ ମା’ଙ୍କ ପରଲୋକ, ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହେରାବେନଙ୍କ ଦେହାନ୍ତ ହୋଇଛି । ସୂଚନା ଅନୁସାରେ, ହୀରାବେନ ମୋଦୀ ଶୁକ୍ରବାର ଦିନ ୩.୩୦ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୦୦ବର୍ଷରେ ପ୍ରାଣ ହରାଇଛନ୍ତି…