ମାଟି ଖୋଳିବା ସମୟରେ ଭୁଶୁଡ଼ିଲା ୪-୫ ବିଲ୍ଡିଂ, ଅନେକ ଲୋକେ ଦବିଯିବାର ସମ୍ଭାବନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଥୁରାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମାଟି ଖୋଳିବା ସମୟରେ ଅଚାନକ ମାଟି ଭୁଶୁଡ଼ି, ଗୋଟିଏ ପରେ ଗୋଟିଏ ୪ରୁ ୬ ଘର ଭୁଶୁଡ଼ିଯାଇଛି। ଆବର୍ଜନା ତଳେ ୧୨ରୁ ୧୫ ମଜୁରିଆ ଦବି ଯିବାର ଆଶଙ୍କା…

“କେବେ ମୁଁ ଫ୍ଲାଇଟ୍‌ରେ ବସିପାରିବିନି”, ପ୍ଲେନ୍ କ୍ରାଶ ସମୟରେ ଭିଡିଓ କରୁଥିବା ବାଳକ ବଖାଣିଲେ ଦୁର୍ଘଟଣାର ଲାଇଭ୍ ଦୃଶ୍ୟ

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ଗୁରୁବାର ୧୨ ଜୁନରେ ବିମାନ ଦୁର୍ଘଟଣାର ଏକ ଭିଡିଓ ସମସ୍ତେ ଦେଖିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଏହା ନିମ୍ନଗାମୀ ହୋଇ ସମ୍ପୂର୍ଣ୍ଣ ଜଳିଯାଉଛି। କିନ୍ତୁ ଏହି…

ଓଲଟିଲା ଯାତ୍ରୀବାହୀ ବସ୍‌, ଥିଲେ ୫୦ ଯାତ୍ରୀ

ଭୁବନେଶ୍ୱର: ବସ୍ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର। ଖୋର୍ଦ୍ଧା ପିତାପଲ୍ଲୀଠାରେ ଏକ ଯାତ୍ରୀବାହୀ ବସ୍ ଓଲଟିପଡ଼ିଛି। ବସଟିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। କିଛି ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।…

ଜୀବନରେ ବାରମ୍ବାର ଅସଫଳ ହେଉଛନ୍ତି କି, କୁକୁରର ଏହି ଅଭ୍ୟାସ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ କରିବ ସଫଳ

ଓଡ଼ିଶା ଭାସ୍କର: ପଶୁ-ପକ୍ଷୀଙ୍କ କିଛି ଅଭ୍ୟାସରେ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ। ଏମିତି କିଛି କୁକୁରର ଅଭ୍ୟାସ ଆପଣେଇ ଆପଣ ଜୀବନରେ ସଫଳତା ପାଇପାରିବେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଖରାପ ସମୟରେ…

ପ୍ଲେନ କ୍ରାଶରେ ୩୩ ମୃତକଙ୍କୁ ମିଳିବ କି ମୃତ ଯାତ୍ରୀଙ୍କ ଭଳି ସହାୟତା ରାଶି, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି। ଟାଟା ଗ୍ରୁପ୍ ଏହି ଘୋଷଣା କରିଛି ଏବଂ ଏବେ ଏୟାର…

ଡ୍ୟୁଟିରେ ଥିବାବେଳେ ନିଜ ସହକର୍ମୀଙ୍କୁ ହତ୍ୟା କଲେ ଯବାନ, ରାଇଫଲରୁ କଲେ ୧୩ ରାଉଣ୍ଡ ଫାୟରିଙ୍ଗ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ମୁର୍ଶୀଦାବାଦ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିଏସଏଫର ଯବାନ ନିଜ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଏସଏଫ ଯବାନ ନିଜ ସହକର୍ମୀ ରତନ…

“ଅଣସେବାୟତ ରଥରେ ଚଢ଼ିଲେ ହେବେ ଗିରଫ”, ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସମସ୍ତ ସାଜସଜା କାର୍ଯ୍ୟ ଆରମ୍ଭ ହୋଇଛି। ରଥକାର୍ଯ୍ୟ ମଧ୍ୟ ଆଉ ଅଳ୍ପ ରହିଛି। ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଅଣସରଘରେ ଅଛନ୍ତି। ତେବେ ଏହାରି…

ରାଜାଙ୍କ ହତ୍ୟାର ୧ ଘଣ୍ଟା ପରେ ସ୍ୱାମୀଙ୍କ ଆଇଡିରୁ ପୋଷ୍ଟ କରିଥିଲେ ସୋନମ, ପରେ ଘାଟି ତଳକୁ ଫିଙ୍ଗି ଦେଇଥିଲେ

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ଅପଡେଟ୍ ସାମ୍ନାକୁ ଆସିଛି। ରାଜାଙ୍କ ହତ୍ୟାର ଏକ ଘଣ୍ଟା ପରେ ସ୍ତ୍ରୀ ସୋନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରିଥିଲେ। ସୋନମ ପୋଲିସଙ୍କୁ ଚକମା ଦେବାକୁ ଏକ…

୩ ନାବାଳିକାଙ୍କୁ ଦୁଷ୍କର୍ମ, Birthday Party ପାଇଁ ହୋଟେଲକୁ ଡାକିଥିଲେ ସାଙ୍ଗମାନେ

ନୂଆଦିଲ୍ଲୀ: ଗୋଆରେ 3 ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତିନି ଜଣ ଝିଅଙ୍କୁ ସେମାନଙ୍କ ବନ୍ଧୁମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯେଉଁମାନେ ଏହି 3 ଜଣ ନାବାଳିକାଙ୍କୁ ଏକ ହୋଟେଲରେ ଜନ୍ମଦିନ…

ପୁଣି ରାଜା ରଘୁବଂଶୀ ଭଳି ମାମଲା, ବିବାହର ୩ ସପ୍ତାହ ପରେ ସ୍ୱାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କୁପୱାଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ୨୩ ମେ'ରେ ସତାରାର ବାସିନ୍ଦା ରାଧିକା ଲୋଖଣ୍ଡେ ଅନିଲ ଲୋଖଣ୍ଡେଙ୍କୁ ବିବାହ କରିଥିଲେ, କିନ୍ତୁ ବିବାହର ମାତ୍ର ତିନି…