Breaking News ଖରାରେ ଯବାନ ହେଲେ ଡହଳ ବିକଳ, ଏକକାଳୀନ ୧୫ ଯବାନ ଅସୁସ୍ଥ Jyotirmayee Apr 25, 2025 ରାୟପୁର:ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ଚାଲିଥିବାବେଳେ ଅସୁସ୍ଥ ହେଲେ ଯବାନ । ଛତିଶଗଡ଼ ବିଜାପୁରରେ ସର୍ଚ୍ଚ ଅପରେଶନ୍ ଆଜି ୪ର୍ଥ ଦିନରେ ପହଞ୍ଚିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଏକକାଳୀନ ୧୫ ଯବାନ ଅସୁସ୍ଥ…
Breaking News Big Breaking: ଭୂଇଁ କାମୁଡ଼ି ପଡ଼ିଲା ଟପ୍ ଲସ୍କର କମାଣ୍ଡର ଅଲତାଫ: ଭାରତୀୟ ସେନାକୁ ସଫଳତା Jyotirmayee Apr 25, 2025 ଶ୍ରୀନଗର: ଜମ୍ମୁ-କଶ୍ମୀର ବନ୍ଦପୋରାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କରର ଟପ୍ କମାଣ୍ଡର ନିପାତ ହୋଇଥିବା ସୂଚନା । ଟପ୍ ଏସ୍କର-ଇ-ତୋଇବା କମାଣ୍ଡର ଅଲତାଫର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…
Breaking News Breaking: ରାଜଧାନୀରେ ଚାଞ୍ଚଲ୍ୟ, ବାଣୀ ବିହାର, ଲିଙ୍ଗରାଜ ଷ୍ଟେଶନରେ ପଡ଼ିଛି ୨ ଟି ମୃତଦେହ Jyotirmayee Apr 25, 2025 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀର ୨ଟି ରେଳ ଷ୍ଟେଶନରୁ ୨ଟି ମୃତଦେହ ଠାବ କରାଯାଇଛି । ଗୋଟିଏ ମୃତଦେହ ବାଣୀ ବିହାର ରେଳ ଷ୍ଟେଶନରେ ପଡ଼ିଥିବାବେଳେ ଆଉ ଏକ ମୃତଦେହ ଲିଙ୍ଗରାଜ ଷ୍ଟେଶନରେ…
Top Stories (Video) ପହଲଗାମ୍ ହମଲାରେ ସମ୍ପୃକ୍ତ ଆତଙ୍କବାଦୀର ଘର ଉଡ଼ାଇଦେଲେ ସୁରକ୍ଷାକର୍ମୀ, ଘରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ Jyotirmayee Apr 25, 2025 ଶ୍ରୀନଗର: ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୨ ଆତଙ୍କବାଦୀଙ୍କ ଘର ଉଡ଼ା଼ଇ ଦିଆଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଆତଙ୍କବାଦୀ ଆଦିଲ ହୁସେନ ଥୋକାର ଏବଂ ଆସିଫ ଶେଖର…
Top Stories ତୁମର ଯାହା କରିବାର ଅଛି କର… ଭାରତକୁ POK ପ୍ରଧାନମନ୍ତ୍ରୀଙ୍କ ଧମକ; ଏଠି ରକ୍ତ ବୋହିଲେ, ଭାରତକୁ ଆମେ ଛାଡ଼ିବୁନି Jyotirmayee Apr 25, 2025 କରାଚୀ: ଜମ୍ମୁ-କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଅଧିକ ତିକ୍ତତା ଭରିଦେଇଛି । ଭାରତ ଆତଙ୍କବାଦୀଙ୍କଠାରୁ ବଦଲା ନେବା ପାଇଁ ଭାରତ ଯୋଜନା କରୁଥିବାବେଳେ ପାକିସ୍ତାନ…
Breaking News Breaking: ମୁଣ୍ଡ ନୁଆଁଇବନି ଭାରତ: LOCରେ ଗୁଳିବିନିମୟ ଜାରି, ୨ ଯବାନ ଗୁରୁତର Jyotirmayee Apr 25, 2025 ଶ୍ରୀନଗର: ଜମ୍ମୁ-କଶ୍ମୀର ବନ୍ଦିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଆତଙ୍କୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ସୂଚନା । ଗତକାଲି ରାତିରୁ ପାକ୍ ସେନା ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଛି । ଯାହାର…
Top Stories (Video) ଭୁଲ୍ କଲେ ଛାତ୍ରୀ; ମାଡ଼ ଖାଇଲେ ମ୍ୟାଡାମ୍: ଶିକ୍ଷକୟିତୀଙ୍କୁ ଚପଲରେ ପିଟିଲେ ଇଞ୍ଜିନିୟରିଂ ଛାତ୍ରୀ Jyotirmayee Apr 24, 2025 ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜାଣେ ଛାତ୍ରୀ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ଭାଇରାଲ ଭିଡିଓ ଅନୁସାରେ ଜଣେ ଛାତ୍ରୀ ପ୍ରଥମେ…
Breaking News ୩ ଦିନ ଭିତରେ ଭାରତ ଛାଡ଼ିବାକୁ ପାକିସ୍ତାନୀ ନାଗରିକଙ୍କୁ ନିର୍ଦ୍ଦେଶ, ମେଡିକାଲ ଭିସାଧାରୀଙ୍କୁ ମଧ୍ୟ ତ୍ରାହି ନାହିଁ Jyotirmayee Apr 24, 2025 ନୂଆଦିଲ୍ଲୀ: ପାକିସ୍ତାନ ନାଗରିକଙ୍କ ପାଇଁ ଭିସା ବାତିଲ କଲା ଭାରତ । ମେଡିକାଲ ଭିସାରେ ଥିଲେ ଆସନ୍ତା ୨୯ରୁ ରଦ୍ଦ ହୋଇଯିବ ଭିସା । ଭିସା ଅବଧି ଶେଷ ହେବା ପୂର୍ବରୁ ନିଜ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଜାରି କଲେ…
Top Stories “ଲାଜ ଲାଗୁନି ତୁମକୁ” ପହଲଗାମ ହମଲା ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ନିନ୍ଦା କଲେ ନିଜ ଦେଶର କ୍ରିକେଟର Jyotirmayee Apr 24, 2025 କରାଚୀ: ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ଶୋକରେ ଅଛି । ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ୍ ଜବାବ ଦେବା ଲାଗି ପ୍ରତିଟି ଲୋକଙ୍କ ଦାବି ରହିଛି । ଏଭିତରେ ଆତଙ୍କବାଦୀ ଆକ୍ରମଣକୁ ନେଇ…
Breaking News Big Breaking: ପହଲଗାମ୍ ଆକ୍ରମଣ ପାଇଁ ଫୱଦଙ୍କ ଫିଲ୍ମ ଭାରତରେ ହେବନି ରିଲିଜ୍, ମନ୍ତ୍ରଣାଳୟ ଜାରି କଲା ସୂଚନା Jyotirmayee Apr 24, 2025 ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଅସୁବିଧାରେ ପଡ଼ିଲେ ପାକିସ୍ତାନ ଆକ୍ଟର ଫୱଦ ଖାନ୍ । ଫୱଦ ଏବଂ ବାଣୀ କପୁରଙ୍କ ଫିଲ୍ମ ‘ଅବିର ଗୁଲାଲ’ର ରିଲିଜ୍ ଉପରେ ସରକାର ଲଗେଇଲେ ରୋକ୍ । ଫିଲ୍ମ…