ମଦୁଆ ସ୍ୱାମୀର କାମ୍ ତମାମ୍ କଲା ସ୍ତ୍ରୀ! ପ୍ରଥମେ ଠେଙ୍ଗାରେ ପିଟି ମାରିଲା ତା’ ପରେ ଘର ଭିତରେ ପୋତିଦେଲା
ରାଞ୍ଚି: ଝାରଖଣ୍ଡର ଧାନବାଦ ଜିଲ୍ଲାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରି ଦେଇଛନ୍ତି । ହତ୍ୟାର ୧୦ ଦିନ ପରେ ପୋଲିସ ସୂଚନା ପାଇଁ ମୃତଦେହକୁ ଜବତ କରିଛି ।
ସୁରଜୀ ମାଝିୟା (୪୨) ସ୍ୱାମୀ ସୁରେଶ…