Breaking: ମହାବିଦ୍ୟାଳୟରେ ଖୁବଶୀଘ୍ର ୧୩୫୩ ଅଧ୍ୟାପକ ହେବେ ନିଯୁକ୍ତ, ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି
ଭୁବନେଶ୍ୱର: ମହାବିଦ୍ୟାଳୟରେ ୧୩୫୩ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଖୁବ୍ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି କହିଲେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ଅବସରକୁ ଅପେକ୍ଷା କରିବେନି କୁଳପତି । ବର୍ଷ ଆରମ୍ଭରୁ…