Breaking: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ: କ୍ରାଇମ୍ ସ୍ପଟରେ କ୍ରାଇମବ୍ରାଞ୍ଚ ଟିମ୍
ବ୍ରଜରାଜନଗର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ । କ୍ରାଇମ ସ୍ପଟରେ କ୍ରାଇମବ୍ରାଞ୍ଚ ଟିମର ଅନୁଧ୍ୟାନ ।
ବ୍ରଜରାଜନଗର ଗାନ୍ଧୀ ଛକେରେ କ୍ରାଇମ ସ୍ପଟ୍ ଦେଖିଲା ଟିମ୍ । ନବ ଦାସ ହତ୍ୟାକାଣ୍ଡର ସାନି…