Breaking: ଲୋୟର ପିଏମଜିରେ ଲଢ଼େଇ: ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ପାଣି ମାଡ଼ କଲା ପୋଲିସ, କର୍ମୀ ଫିଙ୍ଗିଲେ ଢ଼େଲା, ଚେୟାର
ଭୁବନେଶ୍ୱର: କଂଗ୍ରେସ କର୍ମୀଙ୍କ ଉପରେ ଲାଠି ଚାର୍ଜ କଲା ପୋଲିସ । ପଥର ମାଡ଼ କଲେ କଂଗ୍ରେସ କର୍ମୀ ।
ଲାଠି ଚାର୍ଜ ପରେ ପୋଲିସକୁ ଚେୟାର ଏବଂ ପଥର ପିଙ୍ଗିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଶାନ୍ତି ଶୃଙ୍ଖଳାରେ…