Breaking: ବସରେ ପୁରୀ ଯିବେ ବିଧାୟକ, ନୌସେନା ଦିବସ ଦେଖିସାରି କୋଣାର୍କ ମହୋତ୍ସବ ବୁଲି ଫେରିବେ
ଭୁବନେଶ୍ୱର: ନୌସେନା ଦିବସ ଦେଖିବେ ବିଧାୟକ । ୪ ତାରିଖରେ ବସରେ ବିଧାୟକମାନେ ପୁରୀ ଯିବେ । ଏ ନେଇ ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି । ମଧ୍ୟାହ୍ନ ୧୨ଟା ୩୦ରେ ବିଧାନସଭା ପରିସରରେ ମଧ୍ୟାହ୍ନ ଭୋଜନ…