ବଲିଉଡର ହଟ୍ ହିରୋଇନ୍ ପିନ୍ଧିଲେ ଗେରୁଆ ହେଲେ ମାତାଜୀ: ୧୨ ବର୍ଷ ହେଲା ଥିଲେ ବ୍ରହ୍ମଚାରିଣୀ
ପ୍ରୟାଗରାଜ: ଅଭିନୟ ଜଗତର ଚକାଚାନ୍ଦ ଜୀବନକୁ ଛାଡ଼ିବାକୁ ଅନେକ ଲୋକ ପ୍ରସ୍ତୁତ ନ ଥାନ୍ତି । କିନ୍ତୁ ବେଳେବେଳେ ପରିସ୍ଥିତିର ବସବର୍ତ୍ତି ହୋଇ ଅନେକ କଳାକାର ସିନେ ଜଗତ ଛାଡ଼ିଛନ୍ତି । ହେଲେ ସେମାନେ ଅନ୍ୟ ପେଶା…