Breaking News Breaking: ଆସନ୍ତା କାଲି ସ୍କୁଲ, କଲେଜ ବନ୍ଦ, କୋଶଳ ସମାଜର ବନ୍ଦ ଡାକରା Jyotirmayee Jan 21, 2025 ସୁନ୍ଦରଗଡ଼: ତାମିଲନାଡ଼ୁରେ ଓଡ଼ିଆ ଝିଅଙ୍କୁ ଶୋଷଣ ଘଟଣଳ ପ୍ରତିବାଦରେ ଆସନ୍ତା କାଲି ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି । କୋଶଳ ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସ୍କୁଲ, କଲେଜ, କାର୍ଯ୍ୟାଳୟ, ଦୋକାନ…
Breaking News Breaking: ଭିତରକନିକାରେ VIPଙ୍କୁ ମିଳୁଛି ସ୍ୱତନ୍ତ୍ର ସୁବିଧା ହେଲେ ସାଧାରଣ ଜନତାଙ୍କ ପାଇଁ ପଡ଼ିଛି ତାଲା Jyotirmayee Jan 21, 2025 ଓଡ଼ିଶା ଭାସ୍କର: ଭିତରକନିକାରେ କୁମ୍ଭିର ଗଣନା ପାଇଁ କୁମ୍ଭୀର ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି । କିନ୍ତୁ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା । ଯେତେବେଳେ ଭିତରକନିକା ବୁଲିବା ପାଇଁ…
Top Stories କ୍ଷୀର ଦେଇ ପୁଣ୍ୟ କିଣିବେ ପାକିସ୍ତାନୀ ଭାଉଜ, ପୁଣି ଚର୍ଚ୍ଚାକୁ ଆସିଲେ ସୀମା-ସଚିନ Jyotirmayee Jan 21, 2025 ନୋଏଡା: ପ୍ରେମ ପାଇଁ ସ୍ୱାମୀକୁ ଛାଡ଼ି ସୀମା ପାର ହୋଇ ଭାରତ ଚାଲିଆସିଥିବା ସୀମା ହାଇଦର ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ଏବେ ମଧ୍ୟ ପୁଣିଥରେ ଗଣମାଧ୍ୟମ କ୍ୟାମେରା ତାଙ୍କ ଉପରେ ଫୋକସ କରିଛି । ଉତ୍ତର ପ୍ରଦେଶ…
Top Stories ମାୟାବିନୀ ପ୍ରେମିକା… ଆର୍ୟୁବେଦିକ ପାନୀୟରେ ବିଷ ଦେଇ ପ୍ରେମିକକୁ ହତ୍ୟା କରିଥିବା ଗ୍ରୀଷ୍ମା ଏବେ ଶୁଳୀରେ ଝୁଲିବ Jyotirmayee Jan 21, 2025 ତିରୁଅନନ୍ତପୁରମ୍: ତିରୁଅନନ୍ତପୁରମ୍ର ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ ୨୦୨୨ ଶାରୋନ ରାଜ (୨୩ )ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକା ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଶୁକ୍ରବାର ୨୪ ବର୍ଷୀୟା…
Breaking News Breaking: ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଦମ୍ପତି ମୃତ Jyotirmayee Jan 21, 2025 ଲମତାପୁଟ: ବିଦ୍ୟୁତ ସଂସ୍ପର୍ଶରେ ଆସି ଦମ୍ପତି ମୃତ । ନନ୍ଦପୁର ଥାନା ଗେରୁପେଟ ଜଙ୍ଗଲ ନିକଟରେ ଏହି ଅଘଟଣ ଘଟିଯାଇଛି । ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବା କୁହାଯାଉଛି । ସ୍ୱାମୀ ସ୍ତ୍ରୀ କାଠ…
Breaking News breaking: ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରଗଡ଼ ବନ୍ଦ, ଦୋକାନ ବଜାରରେ ଝୁଲୁଛି ତାଲା Jyotirmayee Jan 21, 2025 ବରଗଡ଼: ଆଜି ୧୨ ଘଣ୍ଟିଆ ବରଗଡ଼ ସହର ବନ୍ଦ । କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାରେ ନ୍ୟାୟ ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ ବନ୍ଦ ପାଳନ କରାଯାଉଛି । ସଚେତନ…
Featured ବାହାହେଲେ ଦର୍ଶନ୍, ପିଲାବେଳର ସାଙ୍ଗଙ୍କୁ ବାଛିଲେ ଜୀବନ ସାଥୀ Jyotirmayee Jan 20, 2025 ନୂଆଦିଲ୍ଲୀ: ଲୋକପ୍ରୀୟ ଗାୟକ ଦର୍ଶନ ରାଭଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶନିବାର ଦିନ ବୈଦିକ ରୀତିନୀତିରେ ଦର୍ଶନ ଓ ଧାରଲ ଦୁହିଁଙ୍କର ହାତଗଣ୍ଠି ପଡ଼ିଥିଲା । ଦର୍ଶନଙ୍କ ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ…
Breaking News Breaking: ଧବଳେଶ୍ୱରଙ୍କ ଜମିରେ ନିର୍ମିତ ବେଆଇନ ଘର ଭଙ୍ଗାଯିବ, ଜମି ବିକିଥିବା ଲୋକଙ୍କ ନାଁରେ ହେବ ଏତଲା Jyotirmayee Jan 20, 2025 କଟକ: ଧବଳେଶ୍ୱର ସରକାରୀ ଜମି ବିକ୍ରି ଘଟଣାରେ କଟକ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଅନେକ ବେଆଇନ ଭାବେ ସେଠାରେ ଘର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି । ସରକାରୀ ଜମି ଚିହ୍ନଟ ସରିଛି । ତହସିଲଦାରଙ୍କ ଜରିଆରେ…
Breaking News Breaking: ବଡ଼ବଡ଼ିଆଙ୍କ ପାଖରେ ରାସନ କାର୍ଡ… ତୁରନ୍ତ ନ ଫେରାଇଲେ, ସୁଧମୂଳ ଆଦାୟ କରିବେ ସରକାର Jyotirmayee Jan 20, 2025 ଭୁବନେଶ୍ୱର: ଇ-କେୱାଇସି ଯାଞ୍ଚବେଳେ ଚାଞ୍ଚଲ୍ୟକର ତଥ୍ୟ । ବଡ଼ ବଡ଼ିଆ ବାବୁ ରାସନକାର୍ଡର ଲାଭ ଉଠାଉଥିଲେ ବୋଲି କହିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର । କାର୍ଡ ଫେରାଇବାକୁ ଯୋଗାଣ ମନ୍ତ୍ରୀଙ୍କ…
Breaking News Breaking: କାଠ ପାଇଁ ଜଙ୍ଗଲ ଯାଇ ଶବ ହୋଇ ଫେରିଲେ ବାପ-ପୁଅ, ଭାଲୁ ଆକ୍ରମଣରେ ବନ କର୍ମଚାରୀ ଗୁରୁତର Jyotirmayee Jan 20, 2025 ଉମରକୋଟ: ଭାଲୁ ଆକ୍ରମଣରେ ବାପ, ପୁଅଙ୍କ ପ୍ରାଣହାନୀ । ଜନ୍ତୁ ଆକ୍ରମଣରେ ଫରେଷ୍ଟ ଗାର୍ଡ ଗରୁତର ଥିବା ସୂଚନା । କାଙ୍କେର ଜିଲ୍ଲା ଡଙ୍ଗରକଟା ଗାଁ ଜେଲାନକାସା ଜଙ୍ଗଳରେ ଭାଲୁ ଆକ୍ରମଣ ଘଟଣା ଘଟିଯାଇଛି । ଜଙ୍ଗଲକୁ…