ନୀରଜଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ହିମାନୀ, ୨୦୧୭ରୁ ବିଶ୍ୱସ୍ତରୀୟ ପ୍ରତିଯୋଗାତାରେ ହୋଇଛନ୍ତି ସାମିଲ
ନୂଆଦିଲ୍ଲୀ: ଭାରତର ଜାଭେଲସିନ୍ ଖେଳାଳି ନୀରଜ ଚୋପ୍ରା ବୈବାହିତ ଜୀବନ ଆରମ୍ଭ କରିଛନ୍ତି । ଦୁଇ ଦୁଇ ଥର ଅଲମ୍ପିକ ମେଡାଲ ଜିତିଥିବା ନୀରଜ, ହିମାନୀ ମୋରଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି ।
ଫଟୋ ସେୟାର: ଉଭୟ ଏକ୍ସ…