ପର୍ଯ୍ୟଟନ କ୍ଷେତ୍ରରେ ଆଗୁଆ ଭାରତ, ୧୧୯ ଦେଶ ଭିତରେ ୩୯ତମ ସ୍ଥାନ ଅଧିକାର କଲା …

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଡେଭଲପମେଣ୍ଟ ଇନଡେକ୍ସ (ଟିଟିଡିଆଇ) ରିପୋର୍ଟ ଯେଉଁଥିରେ ଭାରତ ୩୯ତମ ସ୍ଥାନରେ ରହିଛି । ୧୧୯ ଦେଶଙ୍କ ନାମ ଏହି ସୂଚୀରେ ସ୍ଥାନ ପାଇଛି । ୱାର୍ଲ୍ଡ ଇକୋନୋମି ଫୋରମ୍…

କ୍ୟାନ୍ସର ଚିକିତ୍ସାରେ ଭାରତର ବଡ଼ ଉପଲବ୍ଧି… ୭୨ ଘଣ୍ଟାରେ ୮୦% କ୍ୟାନ୍ସର ସେଲ ନଷ୍ଟ କରିଦେବ ଏହି ଫର୍ମୁଲେଶନ୍, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ: କ୍ୟାନ୍ସର ଏବେର ସମୟ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଏହାର ଟ୍ରିଟମେଣ୍ଟ ପାଇଁ କେମୋଥେରାପି, ରେଡିଓଥେରାପି, ହର୍ମୋନ ଥେରାପି ଏବଂ ଇମ୍ୟୁନୋଥେରାପି ଭଳି ପଦ୍ଧତି ସାମିଲ ହୋଇଛି । ବହୁ ବୈଜ୍ଞାନିକ ଓ…

Breaking: ଶ୍ରୀ ମନ୍ଦିରକୁ ଫେରିବ ବାରିକେଡ୍ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ସହଜ କରିବା ଲକ୍ଷ୍ୟ

ପୁରୀ: ନୂଆ ବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା । ସ୍ୱତନ୍ତ୍ର ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜୀଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏ ନେଇ…

ଆନନ୍ଦବଜାରରେ ନୂଆ ଡ୍ରେସ୍‌କୋଡ୍‌, ସୁପକାର ସହାୟକ ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗୁ ହେବ ନୂଆ ଡ୍ରେସ୍‌କୋଡ୍‌ । ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକ ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ । ଏମାନେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ମହାପ୍ରସାଦ ବିକ୍ରି…

ସାଂସଦ କରୁଥିଲେ ବିଜୁଳି ଚୋରି… କରିଥିଲେ ମିଟର ଟାମ୍ପରିଂ, ସତ ବାହାରକଲା ବିଜୁଳି ବିଭାଗ

ଲକ୍ଷେ୍ନø: ଉତ୍ତରପ୍ରଦେଶ ସାଂସଦ ଜିୟାଉର୍ରହମାନ ବର୍କଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ତାଙ୍କ ବିରୋଧରେ ପୁରୁଣା ମିଟର ବଦଳେଇବା ସହ ମିଟର ଟାମ୍ପରିଂ କରିବା ଅଭିଯୋଗ ଆସିଛି । ଏ ନେଇ ବିଜୁଳି ବିଭାଗ ପକ୍ଷରୁ କର୍ବଙ୍କ ଘରେ…

Non.Veg ପାଇଁ ଛାତ୍ରଙ୍କୁ ସ୍କୁଲରୁ ତଡ଼ିଦେବାରୁ Head Masterଙ୍କ ନାଁରେ କେସ୍, ହାଇକୋର୍ଟ ଶୁଣାଇଲେ ଏହି ରାୟ….

ଆଲାହାବାଦ୍: ନନ୍ ଭେଜ୍ ଟିଫିନ୍ ଆଣିବା ନେଇ ଛାତ୍ରଙ୍କୁ ସ୍କୁଲରୁ ବାହାର କରିଦେଲେ ପ୍ରଧାନ ଶିକ୍ଷକ । ଏ ଘଟଣା ଘଟିଛି ଉତ୍ତର ପ୍ରଦେଶର ଅଲାହାବାଦରେ । ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ର ସ୍କୁଲକୁ ଅମିଷ ଟିଫିନ୍ ନେଇ…

୩ ଛୁଆକୁ ପର କରି ପ୍ରେମିକ ହାତରେ ନିଜ ସ୍ତ୍ରୀକୁ ବାନ୍ଧିଲା ସ୍ୱାମୀ, ପ୍ରେମିକ ଭରିଲା ମଥାରେ ସିନ୍ଦୁର… ସ୍ୱାମୀ ଆଖିରୁ ବୋହିଲା ଲୁହ

ଓଡ଼ିଶା ଭାସ୍କର: ସ୍ୱାମୀ, ସ୍ତ୍ରୀ ସମ୍ପର୍କ ଅତୁଟ । ସାତ ଜନ୍ମ ପାଇଁ ଏ ସମ୍ପର୍କ । କିନ୍ତୁ ବର୍ତ୍ତମାନ ସମୟରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ପରିଭାଷା ବଦଳିଯାଇଛି । କାରଣ ଅନେକ ସମୟରେ ଭିନ୍ନ ଭିନ୍ନ ଖବର ସବୁ ସାମ୍ନାକୁ…

ବିମାନରେ ଖୁବଶୀଘ୍ର WiFi ସେବା…. ସୁପରଫାଷ୍ଟ ଇଣ୍ଟରନେଟର ଲାଭ ଉଠାଇବେ ଯାତ୍ରୀ

ନୂଆଦିଲ୍ଲୀ: ଏଲନ ମସ୍କ ନିକଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ, ଷ୍ଟାରଲିଙ୍କ ଦ୍ୱାରା ବିମାନରେ ଯାତ୍ରୀମାନେ ଇଣ୍ଟନେଟ୍ ସୁବିଧା ଉଠେଇ ପାରିବେ । ମସ୍କ ଶେୟାର କରିଥିବା ଭିଡିଓରେ ଜଣେ ଯାତ୍ରୀ…

(Video) ଟ୍ରମ୍ପଙ୍କ HERO ଅବତାର… ଲୋକଙ୍କୁ ପସନ୍ଦ ଆସୁଛି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନୂଆ LOOK

ୱାଶିଂଟନ୍: ଆମେରିକା ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଲୁକକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଟ୍ରମ୍ପଙ୍କ ହେୟାରଷ୍ଟାଇଲ୍ ପୁରା ବଦଳିଯାଇଛି । ନ୍ୟୁ ଲୁକ୍ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା…

ଭାରତକୁ ଛାଡ଼ିବନି ଆମେରିକା… ମୋଦିଙ୍କୁ ଉଚ୍ଚ ଟିକସର ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଟିକସ କଷିଲେ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତୀୟ ପଣ୍ୟ ସାମଗ୍ରୀ ଗୁଡ଼ିକ ଉପରେ ଆମେ ମଧ୍ୟ ଅନୁରୂପ ଟିକସ ବସାଇବୁ ବୋଲି ଆମେରିକାର ନିର୍ବାଚିତ ରାଷ୍ଟ୍ରପତି…