(VIDEO) ମୋତେ ରଗାନି….ଷଣ୍ଢ ଆଗକୁ ଆସି ଚିଡ଼ାଉଥିଲେ ଯୁବକ, ଶିଂଘରେ ଟେକି ଫୋପାଡ଼ିଦେଲା ଆଉ ତା’ ପରେ…
କଲୋମ୍ବିଆ: ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ମଣିଷ ଓ ଷଣ୍ଢର ଲଢ଼େଇ ଦେଖିବାକୁ ମିଳିଛି ।
ଶନିବାର କଲୋମ୍ବିଆର ଟାଉନ ଅଫ ଫଣ୍ଡାସିଅନରେ ବୁଲଫାଇଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା…