(ଭାଇରାଲ Video)ପ୍ରଥମେ ରିସେପ୍ସନାଲିଷ୍ଟଙ୍କୁ ଠିଆ ଗୋଇଠା ଦେଲେ ତା’ ପରେ ଘର ପୋଛା କପଡ଼ା ପରି ଚୁଟି ଧରି ଭୂଇଁରେ ଘୋଷାଡ଼ି ପକାଇଲେ ଯୁବକ

ଥାଣେ: ମହାରାଷ୍ଟ୍ର ଥାଣେରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ମାରଧର କରୁଥିବା ଦେଖିବାକୁ ମିଳିଛି । ଏ କାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।…

ମାତ୍ର ୬୦ ସେକେଣ୍ଡରେ ଏକାଥରକେ ୧୬ଟି ଟାର୍ଗେଟ ଉଡ଼ାଇଦେବ ଏହି ହେଲିକପ୍ଟର, ଆପାଚେକୁ ଦେଖି ଥରିଲେଣି ଶତ୍ରୁରାଷ୍ଟ୍ର

ଜୟପୁର: ଭାରତୀୟ ସେନାକୁ ମିଳିଲା ପ୍ରଥମ ବ୍ୟାଚ୍ ଆପାଚେ AH-64E ଯୁଦ୍ଧ ହେଲିକପ୍ଟର, ଯାହାକୁ ରାଜସ୍ଥାନର ଯୋଧପୁର ଏୟାରବେସରେ ରଖାଯାଇଛି। ପୂର୍ବରୁ ଏହି ହେଲିକପ୍ଟରଗୁଡ଼ିକ କେବଳ ଭାରତୀୟ ବାୟୁସେନା ପାଖରେ ଥିଲା।…

ଗାଈମାନେ ଖାଉଛନ୍ତି ଆମିଷ, ଜାଣନ୍ତୁ ଏହାପଛର ରହସ୍ୟ

ଓଡିଶା ଭାସ୍କର: ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ମଧ୍ୟରେ, 'ନନଭେଜ ମିଳ୍କ' ଉପରେ ଆଲୋଚନା ଜୋର ଧରିଛି। ଆମେରିକା ଏହାର ଦୁଗ୍ଧଜାତ ଦ୍ରବ୍ୟ ପାଇଁ ଭାରତୀୟ ବଜାର ଉପରେ ଚାପ ପକାଉଛି ।…

ସନ୍ତୋଷଜନକ ଉତ୍ତର ନ ଦେବାରୁ କାର୍ଯ୍ୟରୁ ନିଲମ୍ବିତ ହେଲେ ଅରୂପାନନ୍ଦ କଲେଜ ଅଧ୍ୟକ୍ଷ,ଅଧ୍ୟାପକ

ଜଗତସିଂହପୁର: ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷ ରମେଶ ସାହୁ ନିଲମ୍ବିତ । ଅଭିଯୁକ୍ତ ଅଧ୍ୟାପକ ଶାଶ୍ୱତ ମହାନ୍ତି ମଧ୍ୟ ନିଲମ୍ବିତ ହୋଇଥିବା ସୂଚନା । ଏ ନେଇ ସୂଚନା ଦେଲେ ଜଗତସିଂହପୁର ଜିଲ୍ଲାପାଳ । ଛାତ୍ରୀଙ୍କୁ…

ଝାରପଡ଼ା ଜେଲରେ ପଶିଲେ ଉଦିତ୍ ପ୍ରଧାନ, ଆଜି SDJM କୋର୍ଟରେ କରାଯାଇଥିଲା ହାଜର

ଭୁବନେଶ୍ୱର: ଜେଲ ଗଲେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ୍ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ପରେ ଝାରପଡ଼ା ଜେଲ ଗଲେ । ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲା ମଞ୍ଚେଶ୍ୱର ପୋଲିସ । ଯେଉଁ…

”ମୁଁ ଶୋଇଲା ପରେ ସ୍ୱାମୀ ମୋତେ ରେପ୍ କରୁଥିଲେ, ରାଗିଲେ ଗୋଇଠା ମାରି ଖଟରୁ ତଳକୁ ପେଲି ଦେଉଥିଲେ”

ଲଂଣ୍ଡନ: ବ୍ରିଟେନ ବରଟୋନର ଏମପି କଟେ ନିଭଟୋନ୍ ଗଣମାଧ୍ୟମକୁ କହିଛନ୍ତି, କେମିତି ସ୍ୱାମୀ ତାଙ୍କ ଉପରେ କରୁଥିଲେ ଅକଥନୀୟ ଅତ୍ୟାଚାର । କଟେ ପୂର୍ବତନ ଏମପି ଆଣ୍ଡ୍ରେୟୁ ଗ୍ରିଫିଥ୍ସଙ୍କୁ ବିବାହ କରିଥିଲେ ।…

ରାସ୍ତା କଡ଼ରେ ପ୍ଲାଷ୍ଟିକ୍ ବୋତଲରେ ବିକ୍ରି ହେବନି ପେଟ୍ରୋଲ: କେବଳ ଟିଣ, କାଚ ବୋତଲରେ ନେଇହେବ ପେଟ୍ରୋଲ

ଭୁବନେଶ୍ୱର: ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ । ପେଟ୍ରୋଲ ପମ୍ପ ମାଲିକ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା ।…

ମୃତ୍ୟୁ ପରେ ଫେସବୁକ ଆକାଉଣ୍ଟ କେମିତି କରେ କାମ? ଜାଣନ୍ତୁ ମୃତ ବ୍ୟକ୍ତିର ଆକାଉଣ୍ଟ Delete କରିବାର ଉପାୟ

ଓଡିଶା ଭାସ୍କର: ଫେସବୁକ୍ କେବଳ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ, ଏହା ଆମ ଦୈନନ୍ଦିନ ଜୀବନର ଏକ ଅନଲାଇନ୍ ଡାଏରୀ। ସମସ୍ତେ ଏହାକୁ ନିଜ ବନ୍ଧୁ ଏବଂ ପରିବାର ସହିତ ଯୋଡ଼ି ରହିବା, ଫଟୋ ଏବଂ ଭିଡିଓ ସେୟାର କରିବା…

ଭାଇମାନଙ୍କୁ ପିନ୍ଧାନ୍ତୁ ରୂପା ରାକ୍ଷୀ: ଭାଇ-ଭଉଣୀଙ୍କ ଭିତରେ ବଢ଼ିବ ଭଲପାଇବା, ବଦଳିଯିବ ଆପଣଙ୍କ ଭାଗ୍ୟ

ଓଡିଶା ଭାସ୍କର: ରକ୍ଷାବନ୍ଧନ ହିନ୍ଦୁ ଧର୍ମରେ ଏକ ବଡ଼ ପର୍ବ। ଏହାର ଧାର୍ମିକ ଏବଂ ଜ୍ୟୋତିଷ ମହତ୍ତ୍ୱ ମଧ୍ୟ ରହିଛି। ତେଣୁ, ରକ୍ଷାବନ୍ଧନ ଦିନ ଅନେକ ଜ୍ୟୋତିଷ ଉପଚାର କରାଯାଏ। ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍…

ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା: ଧକ୍କା ଦେଲା ପିକଅପ୍, ୧୫ ଫୁଟ୍ ଉଚ୍ଚା ଗଛରେ ଯାଇ ଝୁଲିଲା ଅଟୋ

ରାଉରକେଲା: ପିକଅପ୍ ଧକ୍କାରେ ଗଛରେ ଯାଇ ଝୁଲିଲା ଅଟୋ । ରାସ୍ତାରେ ଛିଡ଼ା ଥିବା ଅଟୋକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଧକ୍କାରେ ୧୫ ଫୁଟ ଉଚ୍ଚା ଗଛରେ ଯାଇ ଝୁଲିଲା ଅଟୋ । ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…