କଦଳୀ ଦେଇ ୩ ବର୍ଷର ଝିଅକୁ ଦୁଷ୍କର୍ମ କଲା ଯୌନ ରାକ୍ଷସ, ବୁଦାରୁ ମିଳିଲା ମୃତଦେହ
ଅମରାବତୀ: ଆନ୍ଧ୍ରପ୍ରଦେଶ ୱାଇଏସଆର କଡପା ଜିଲ୍ଲାରେ ଘଟିଯାଇଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ଖସିଯିବ ମାଟି ।
ମାତ୍ର ୩ ବର୍ଷର ଝିଅ ସହ ଦୁଷ୍କର୍ମ କରିବା ସହ ତାକୁ ହତ୍ୟା କରାଯାଇଛି ।…