(Video) ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ, ୧୮ଟି ଟିମ୍ ହୋଇଛନ୍ତି ନିୟୋଜିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହା ଚାଲିବ । ଏହି ଗଣନା କାର୍ଯ୍ୟରେ ମୋଟ ୧୮ଟି…