fbpx
BSKY
BJD SHG SKY
BJD MC SKY

ଦେଶରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଲା

ନୂଆଦିଲ୍ଲୀ, ୧୬ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୭୭ ଜଣଙ୍କ…

ଆଜି କରୋନାରେ ରାଜ୍ୟର ୧୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ହାଇ ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଭୟଙ୍କର ହେଉଛି କରୋନା, କେମିତି ପାଇବେ ଏଥିରୁ ମୁକ୍ତି

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ଦିନକୁ ଦିନ ଏହି ଭାଇରସକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ହାଇ ବ୍ଲଡ ପ୍ରେସର ଏକ ଭୟଙ୍କର ରୋଗ ହୋଇଥିବା ବେଳେ କରୋନା ଭାଇରସ ଏହି ରୋଗୀଙ୍କ ପାଇଁ…

ବରଯାତ୍ରୀ ଶୋଭାଯାତ୍ରା ବେଳେ ଭୁଶୁଡ଼ି ପଡ଼ିଲା ଛାତ: ଦୁଇ ମୃତ, ୨୮ ଆହତ

ନାଲନ୍ଦା, ୧୬ା୫: ବିହାରର ନାଳନ୍ଦା ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବିବାହକୁ ନେଇ ଖୁସିର ମାହୋଲ ଚାଲିଥିବା ବେଳେ ଅଚାନକ ଛାତ ଭୁଶୁଡ଼ି ପଡ଼ିବାରୁ ଏହି ଘଟଣା ଘଟିଥିଲା । ଫଳରେ ଚାପି ହୋଇ ଦୁଇଜଣଙ୍କର ମୃତ୍ୟୁ…

ଜ୍ୱର ପୀଡ଼ିତାଙ୍କୁ ଡାକ୍ତର ଦେଲେ ୧୫ ବୋତଲ ଗ୍ଲୁକୋଜ୍: ଅବସ୍ଥା ବିଗିଡ଼ିଯାଇ ଯୁବତୀଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୧୬ା୫: ଡାକ୍ତରଙ୍କ ବେପରୁଆ ଚିକିତ୍ସା ଯୋଗୁଁ ଜଣେ ୩୨ ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ଘଟିଛି । ପୀଡ଼ିତା ଜଣକ ଜ୍ୱରରେ ଆକ୍ରାନ୍ତ ଥିବାବେଳେ ଡାକ୍ତର ତାଙ୍କୁ ୧୫ ବୋତଲ ଗ୍ଲୁକୋଜ ଦେଇଥିଲେ । ଫଳରେ ଯୁବତୀଙ୍କ…

୧୮ରେ ସ୍ଥଳଭାଗ ଛୁଇଁବ, ଏବେଠାରୁ ଭୟଙ୍କର ରୂପ ନେଲାଣି ‘ତଉକ୍ତେ’

ନୂଆଦିଲ୍ଲୀ, ୧୬ା୫: ଆରବ ସାଗରରେ ସୃଷ୍ଟି ହୋଇଥିବା ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ଭୟଙ୍କର ହେବାରେ ଲାଗିଛି । ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା…

କେନାଲକୁ ଗାଡ଼ି ଖସି ଗୋଟିଏ ପରିବାର ୧୧ ଜଣଙ୍କ ମୃତ୍ୟୁ

ଇସଲାମାବାଦ, ୧୬ା୫: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି । ଏକ କେନାଲକୁ ଗାଡ଼ି ଖସିପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ମୃତକଙ୍କ ମଧ୍ୟରେ ୭ ଜଣ…

ମୁଖ୍ୟମନ୍ତ୍ରୀଙ୍କ ଜାମିନ ବାତିଲ୍ ଦାବି କରି ଗିରଫ ହେଲେ ସାଂସଦ

ହାଇଦ୍ରାବାଦ, ୧୫ା୫: ୱାଇଏସଆର ନେତା ତଥା ନାମସପୁରମ ସାଂସଦ କାନୁମୁରୀ ରଘୁରାମ କୃଷ୍ଣମ ରାଜୁଙ୍କୁ ଆନ୍ଧ୍ରପ୍ରଦେଶ ସିଆଇଡି ଗିରଫ କରିଛି । ରାଜୁଙ୍କ ବିରୋଧରେ ରାଜଦ୍ରୋହ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି । କିଛିଦିନ…

ରାଜଧାନୀରେ ଏଣିକି ଅନଲାଇନରେ ମିଳିବ ମଦ: ସପ୍ତାହକୁ ପାଞ୍ଚଦିନ କରିପାରିବେ ଅର୍ଡର

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏଣିକି ଅନଲାଇନରେ ମିଳିବ ମଦ । ଅନଲାଇନରେ ମଦ ବିକ୍ରି ନେଇ ଅନୁମତି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫୋନରୁ ମେସେଜ୍ କରି କିମ୍ବା ହ୍ୱାଟସଆପ୍…

କରୋନାରେ କବଳରେ ୨୧୦ କମିଶନରେଟ୍ ପୋଲିସ

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ଭାବେ ଦିନକୁ ଦିନ ମାଡ଼ି ଚାଲିଛି । ପୂର୍ବରୁ ସାମ୍ବାଦିକ, ଆଇନଜୀବୀ, ଅଭିନେତା, ରାଜନେତା ଓ କ୍ରୀଡ଼ାବିତମାନେ କରୋନାରେ ପ୍ରାଣ…