fbpx
BSKY
BJD MC SKY
BJD YOUTH SKY

ଆଜି ସକାଳେ ନୁହେଁ, ମଧ୍ୟାହ୍ନ ବେଳକୁ ଲ୍ୟାଣ୍ଡଫଲ୍ କରିବ ‘ୟଶ୍’, ଧାମରାଠାରୁ ୪୦ କିମି ଦୂରରେ ରହିଛି ବାତ୍ୟା

ଭୁବନେଶ୍ୱର, (ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟଶ୍’ ଯେତିକି ନିକଟବର୍ତ୍ତୀ ହେଉଛି, ଲୋକଙ୍କ ମନରେ ସେତିକି ଆଶଙ୍କା ଜାତ ହେଉଛି । ଆଜି ଦିନ ୧୦ଟାରୁ ୧୧ଟା ଭିତରେ ‘ୟଶ୍’ ଲ୍ୟାଣ୍ଡଫଲ…

ଭାରତବାସୀଙ୍କ ପାଇଁ ଖୁସି ଖବର: କରୋନା ରୋଗୀଙ୍କ ସୁସ୍ଥତା ହାର ୯୦ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୩ ଲକ୍ଷ ୨୬ ହଜାର କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶର ସୁସ୍ଥତା ହାର ୮୯.୨୬କୁ…

ଏହି ରାଜ୍ୟରୁ ହଟିବ ଲକଡାଉନ୍, କିନ୍ତୁ ରହିଛି ଏହିସବୁ ସର୍ତ୍ତ

ରାୟପୁର: ଛତିଶଗଡ଼ରେ ଲକଡାଉନକୁ ନେଇ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏହି ଘୋଷଣା ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଦେଖାଯାଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଏନେଇ…

ମିଆ ଖଲିଫାଙ୍କ ଟିକଟକ୍ ଆକାଉଣ୍ଟ ବ୍ୟାନ୍ କଲା ପାକିସ୍ତାନ: ଇମ୍ରାନ ଖାଁଙ୍କ ଉପରେ ଦୋଷ ଲଦିଲେ ପର୍ଣ୍ଣ ଷ୍ଟାର

ଇସଲାମାବାଦ: ପାକିସ୍ତାନରେ ପର୍ଣ୍ଣ ଷ୍ଟାର ମିଆ ଖଲିଫାଙ୍କ ଟିକଟକ୍ ଆକାଉଣ୍ଟ ବ୍ୟାନ କରାଯାଇଛି । ଏହି ବ୍ୟାନ୍ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଣ୍ଣ ଷ୍ଟାର ମିଆ ଖଲିଫା । ନିଜର ଟିକଟକ୍ ଆକାଉଣ୍ଟ ବ୍ୟାନ୍ ପରେ ମିଆ…

‘ସତ କେବେ ଲୁଚି ରହେନା’ ଟୁଲକିଟ୍ ବିବାଦରେ ହସ୍ତକ୍ଷେପ କରି ଏପରି କହିଲେ ରାହୁଲ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ସ୍ଥିତ ଟ୍ୱିଟର ଇଣ୍ଡିଆର ମୁଖ୍ୟାଳୟରେ ଦିଲ୍ଲୀ ପୋଲିସ ଏକ ନୋଟିସ୍ ମାରିଥିଲା । ଏଥିସହ ପୋଲିସ ଗୁରୁଗ୍ରାମ ସ୍ଥିତ ଅଫିସରେ ମଧ୍ୟ ରେଡ୍ ମାରିଥିଲା । ତେବେ ପୋଲିସ କେବଳ ନୋଟିସ ମାରିବା ନେଇ…

ଦେଶରେ କମିଲା କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସାମାନ୍ୟ ହ୍ରାସ ପାଇବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ କମିଥିବା ଜଣାପଡ଼ିଛି । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୫୧୧ ଜଣଙ୍କ ମୃତ୍ୟୁ…

ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ ‘ୟଶ୍’

ବାଲେଶ୍ୱର, (ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟଶ୍’କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଶଙ୍କା ଜାରି ରହିଛି । ତେବେ ‘ୟଶ୍’ ଭଦ୍ରକ ଜିଲ୍ଲାର ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବାର…

ଆସନ୍ତା ଦୁଇଦିନ ମଧ୍ୟରେ ବନ୍ଦ ହୋଇପାରେ ଫେସବୁକ୍ ଓ ଟ୍ୱିଟର!

ନୂଆଦିଲ୍ଲୀ: ଆସନ୍ତା ଦୁଇଦିନ ମଧ୍ୟରେ ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ସେବା ବନ୍ଦ ହୋଇପାରେ । ଏହି ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ସରକାରୀ ନିୟମ ପାଳନ କରିନଥିବାରୁ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି ।…

କରୋନା ଚମତ୍କାର ! ଦୁଇ ବୁନ୍ଦା ଆୟୁର୍ବେଦ ଔଷଧ ଆଖିରେ ପକାଇବା ପରେ ଚେଇଁ ଉଠିଲେ ଯୁବକ, ଦୈନିକ ହଜାର ହଜାର ରୋଗୀ ହସ୍ପିଟାଲ ଛାଡ଼ି ଧାଉଁଛନ୍ତି…

ହାଇଦ୍ରାବାଦ: ବର୍ତ୍ତମାନ ସମଗ୍ର ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଜୋର ରହିଛି । ବିଭିନ୍ନ ରାଜ୍ୟରେ ଟିକାକରଣରେ ଅନିୟମିତତା, ବେଡ୍ ସମସ୍ୟା ଓ ଅକ୍ସିଜେନର ଅଭାବ ଯୋଗୁଁ ଅନେକ ରୋଗୀ…

ଏହି ରାଜ୍ୟରେ ଶସ୍ତା ହେଲା ମଦ, ଲାଗୁ ହେଲା ନୂଆ ନିୟମ: ପେଟ୍ରୋଲ୍ ପମ୍ପ ଓ ବିଭାଗୀୟ ଷ୍ଟୋରମାନଙ୍କରେ ହେବ ବିକ୍ରି

ଶିମଲା: ହିମାଚଳ ପ୍ରଦେଶ ମୁଖ୍ରମନ୍ତ୍ରୀ ଜୟରାମ ଠାକୁର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ରାଜ୍ୟରେ ଏଣିକି ମଦ ଶସ୍ତା ହେବାକୁ ଯାଉଛି । ଏହି ନିୟମ ଲାଗୁ ହେବା ନେଇ କ୍ୟାବିନେଟ ମଞ୍ଜୁରୀ ମିଳିସାରିଛି । ଏହି ନିୟମ…