fbpx
BJD
BJD SKY
BJD SKY

ଲଜ୍ଜାଜନକ ଘଟଣା: ଦୁର୍ବୃତ୍ତମାନେ ବିଚ୍ ରାସ୍ତାରେ ପୋଲିସ ଅଧିକାରୀଙ୍କ ଝିଅଙ୍କ ପୋଷାକ ଚିରିଦେଲେ, ଖଣ୍ଡାଧରି ଗୋଡ଼ାଇଲେ

ଚଣ୍ଡିଗଡ଼: ପଞ୍ଜାବରେ ଏକ ଲଜ୍ଜାଜନକ ନୃଶଂସ କାଣ୍ଡ ଦୁର୍ବୃତ୍ତମାନେ ଭିଆଇଛନ୍ତି । ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ପୋଷାକ ଚିରିଦେଇ ଅସଦାଚରଣ କରିଛନ୍ତି । ଏହି ଘଟଣାରେ କିଛି ଯୁବକଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ…

ଏହି ଦେଶର ରାଷ୍ଟ୍ରପତିଙ୍କ କାରନାମା ନେଇ ବିଶ୍ୱସ୍ତରରେ ଚର୍ଚ୍ଚା! ଯୁଦ୍ଧ ବିମାନ ପଠାଇ ଯାତ୍ରୀବାହୀ ବିମାନକୁ କରିଥିଲେ ଅପହରଣ

ନୂଆଦିଲ୍ଲୀ: ବେଲାରୁସ୍ ରାଷ୍ଟ୍ରପତି ଏକ ଯାତ୍ରୀବାହୀ ବିମାନଙ୍କୁ ଅପହରଣ କରିଛନ୍ତି । ବିଶ୍ୱ ଇତିହାସରେ ଜଣେ ରାଷ୍ଟ୍ରପତି ହିସାବରେ ଏପରି ଘଟଣା ବୋଧହୁଏ କ୍ୱଚିତ ଦେଖିବାକୁ ମିଳିଥିବ । ଦେଶର ରାଷ୍ଟପ୍ରତି ଆଲେକଜାଣ୍ଡାର…

ଟଳିଲା ବିପଦ, ମିଳିଲା ଆଶ୍ୱସ୍ତି: କରୋନାର ତୃତୀୟ ଲହର ଶିଶୁଙ୍କୁ ସଂକ୍ରମିତ କରିବ ନାହିଁ, ରହିବେ ସୁରକ୍ଷିତ

ନୂଆଦିଲ୍ଲୀ: ଶିଶୁଙ୍କୁ ନେଇ ପୂର୍ବରୁ କରାଯାଉଥିବା ଆଶଙ୍କାର ପରିସମାପ୍ତି ଘଟିଛି । ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆଗକୁ ଆସିବାକୁ ଥିବା ତୃତୀୟ ଲହରରେ ଶିଶୁମାନେ ବେଶିମାତ୍ରାରେ…

ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ସନ୍ଦେହ: କ୍ରୋଧରେ ପଡ଼ୋଶୀଙ୍କ ୯ ବର୍ଷର ପୁତ୍ରକୁ କେନାଲକୁ ଫିଙ୍ଗି ହତ୍ୟାକଲେ ପତି

ହିସାର: କଥାରେ ଅଛି କ୍ରୋଧ ପରମ ଚଣ୍ଡାଳ । ନିଜ ପତ୍ନୀଙ୍କ ସହ ପଡ଼ୋଶୀଙ୍କର ଅବୈଧ ସମ୍ପର୍କକୁ ସନ୍ଦେହ କରି ପତି ରାଗରେ ଏକ ୯ ବର୍ଷର ବାଳକଙ୍କୁ ହତ୍ୟା କରିଛନ୍ତି । ଯୁବକ ଜଣକ ପ୍ରତିଶୋଧପରାୟଣ ହୋଇ ପଡ଼ୋଶୀଙ୍କ ପୁତ୍ରକୁ…

ବିହାରରେ ପୁଣି ବଢ଼ିଲା ଲକଡାଉନ୍: ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପାଟନା: ରାଜ୍ୟରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଦ୍ୱାରା କୋଭିଡ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ତେଣୁ ବିହାରରେ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଘୋଷଣା କରିଛନ୍ତି । ଆସନ୍ତା…

ଗୋଟିଏ ପଟେ ‘ୟଶ୍’, ଅନ୍ୟ ପଟେ କରୋନା: ବାତ୍ୟା ପାଇଁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବ?

ଭୁବନେଶ୍ୱର, (ଓଡିଶା ଭାସ୍କର): କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟଶ୍’ଙ୍କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି । ‘ୟଶ’ର ଚର୍ଚ୍ଚା ଆରମ୍ଭ ହେବା ପରଠାରୁ ଲୋକମାନେ…

ପୁଅର ହସ ହସ ମୁହଁ ଥରେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥିଲେ: ଏକ ମାସ ପରେ ଉଲଫା ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହେଲେ ଓଏନଜିସି ଇଞ୍ଜିନିୟର

ନୂଆଦିଲ୍ଲୀ: ଦୀର୍ଘ ଏକ ମାସ ପରେ ୟୁନାଇଟେଡ୍ ଲିବରେସନ୍ ଫଣ୍ଟ ଅଫ୍ ଆସାମ (ଉଲଫା) ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଛନ୍ତି ଓଏନଜିସିର ପ୍ରଡକ୍ସନ ଇଞ୍ଜିନିୟର ରିଟୁଲ ସାଇକିଆ । ଗତ ଏପ୍ରିଲ ମାସ ୨୦ ତାରିଖରେ ସେ ଉଲଫା…

ଭୟଙ୍କର ତାଣ୍ଡବ ରଚିବ ବାତ୍ୟା ‘ୟଶ୍’: ଆଜି ଗୃହମନ୍ତ୍ରୀ କରିବେ ସମୀକ୍ଷା

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟଶ୍’ ଭୟଙ୍କର ତାଣ୍ଡବ ରଚିବ । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ପରେ ଅତି ଭୀଷଣ ରୂପ ନେବ । ତେବେ ଗତ କିଛି ଘଣ୍ଟା…

ଆସିଲା ଖୁସି ଖବର: ୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଜୁନରୁ ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ

ନୂଆଦିଲ୍ଲୀ: ଦେଶବାସୀଙ୍କ ମଧ୍ୟରେ ବର୍ତ୍ତମାନ କରୋନାର ତୃତୀୟ ଲହରର ଆଶଙ୍କା ରହିଛି । ତେବେ ଏହା ମଧ୍ୟରେ କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋଟେକ ପକ୍ଷରୁ ଏକ ନୂଆ ସୂଚନା ଆସିଛି । ଆସନ୍ତା ଜୁନ୍ ମାସରୁ ଭାରତ…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ସାମାନ୍ୟ ହ୍ରାସ ପାଇବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ କମିଥିବା ଜଣାପଡ଼ିଛି ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୪୫୪ ଜଣଙ୍କ ମୃତ୍ୟୁ…