OPSC ପକ୍ଷରୁ ଆସିଲା କରିଜେଣ୍ଡମ୍: MVI, ଅତିରିକ୍ତ RTO ପଦର ରିପୋର୍ଟିଂ ଟାଇମ୍, ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ସମୟ ବଦଳିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଟର ଯାନ ଇନ୍ସପେକ୍ଟର (ଏମଭିଆଇ), ଅତିରିକ୍ତ ଆରଟିଓ, ଆସିଷ୍ଟାଷ୍ଟ ୱାର୍କସ ଇଞ୍ଜିନିୟର ପଦକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଗତ ୧୦ ତାରିଖରେ ଏହି ସମସ୍ତ ପଦ ପାଇଁ କମ୍ପ୍ୟୁଟର ଦକ୍ଷତା…