ଓଡ଼ିଶାକୁ ଚଳୁ କରିଦେବେ ଏମାନେ: OSAP ସିପାହୀଙ୍କର ୧୭ଟି ବ୍ୟାଙ୍କ ଆକାଉଣ୍ଟ, ୪ଟି ଫ୍ଲାଟ, ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (ଓଏସଏପି)ର ଜଣେ ସିପାହୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍…

ଭିମସାର ଛାତ୍ରଙ୍କ ମଧ୍ୟରୁ ୨ ଡେଲଟା ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନମ ସିକ୍ୟୁଏନ୍ସ ରିପୋର୍ଟ ଆସିଛି । ଜେନମ…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଫରେଷ୍ଟର । ଗଜପତି ଜିଲ୍ଲାର ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଟିମ୍…

ବାୟୁରେ ବ୍ୟାପୁଛି ଓମିକ୍ରନ, ରିସର୍ଚ୍ଚରୁ ପଦାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଓମିକ୍ରନ ବର୍ତ୍ତମାନ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ତେବେ ଏହି ଭୟଙ୍କର ଭାରିଆଣ୍ଟିକୁ ନେଇ ଆବଶ୍ୟକ ତଥ୍ୟ ପଦାକୁ ଆସିନଥିବା ବେଳେ ବୈଜ୍ଞାନିକମାନେ ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏଭଳି…

ଏଣିକି ପାଣିରେ ଚାଲିବ ଗାଡ଼ି, ସରିଲା ପେଟ୍ରୋଲ ଆଉ ଡିଜେଲ ଯୁଗ, ଘୋଷଣା କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଯୁଗ ସରିବାକୁ ଯାଉଛି । ଜନସାଧାରଣଙ୍କୁ ଆଉ ତୈଳ ଦର ବୃଦ୍ଧି ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ । ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ ବର୍ତ୍ତମାନ ପାଣିର ବ୍ୟବହାର କରାଯିବ ।…

‘ଜୱାଦ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ୭ ଦିନ ମଧ୍ୟରେ କ୍ଷତିପୂରଣ ମିଳିବ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଯାଇଛି ସତ, ହେଲେ ଛାଡ଼ି ଯାଇଛି ଅନେକ ଯାତନା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷଜମି, ଫସଲ ନଷ୍ଟ ହୋଇଛି । ଫଳରେ ଚାଷୀ…

ମୟଙ୍କ ଅଗ୍ରୱାଲ ପ୍ଲେୟାର ଅଫ୍ ଦି ମ୍ୟାଚ୍: ୧୪ ୱିକେଟ୍ ନେଇଥିବା ଏଜାଜ୍ ପଟେଲଙ୍କୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆଜି ଭାରତ ବଡ଼ ରନ ବ୍ୟବଧାନରେ ବିଜୟ ହାସଲ କରି ଇତିହାସ ରଚିଛି । ତେବେ ଏହି ଖୁସିର ମୁହୂର୍ତ୍ତରେ ଏକ ବିବାଦ ସାମ୍ନାକୁ ଆସିଛି । ମ୍ୟାଚରେ ମୋଟ ୧୪ଟି ୱିକେଟ…

ଭିଜିଲାନ୍ସ ଜାଲରେ PEO, ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଜ୍ୟର ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କ ୩ଟି ସ୍ଥାନରେ…

୯ ତାରିଖରେ ସମସ୍ତ ସସପେନ୍ସ ଉପରୁ ଉଠିବ ପରଦା: ତପସ୍ୱିନୀ-ସୁମିତଙ୍କ ଜୀବନରେ ପୁଣି ଆସିବ କି ଝଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋର୍ଟଙ୍କ ନିର୍ଦ୍ଦେଶମତେ ତପସ୍ୱିନୀ ଦାଶ ଆଉ ସୁମିତ ସାହୁ ସାତ ଦିନ ପାଇଁ ଏକାଠି ରହିଛନ୍ତି । ତେବେ ଇତିମଧ୍ୟରେ ଧୀରେଧୀରେ ୭ ଦିନର ଅବଧି ସରିବାକୁ ଯାଉଛି । ମଝିରେ ଆଉ ମାତ୍ର ଦୁଇ ଦିନ…

କନଷ୍ଟେବଳରୁ ASI ପଦୋନ୍ନତି ପ୍ରସଙ୍ଗ: ତ୍ରୁଟିପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଯୋଗୁଁ ୧୪ ଶହ ପୋଲିସ କର୍ମଚାରୀଙ୍କ ଭାଗ୍ୟ ଅନ୍ଧାରରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବାହିନୀରେ କାର୍ଯ୍ୟରତ ୧୪ ଶହ କର୍ମଚାରୀ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି । ପଦୋନ୍ନତି ପ୍ରକ୍ରିୟାରେ ଅସଙ୍ଗତି କାରଣରୁ ଏପରି ସ୍ଥିତି ଦେଖିବାକୁ ପଡ଼ିଛି । ଫଳରେ ପଦୋନ୍ନତି…