ରାକ୍ଷୀ ବାନ୍ଧିବାକୁ ଘରକୁ ଫେରୁଥିବା ବେଳେ ଘଟିଲା ବଡ଼ ଦୁର୍ଘଟଣା: ଚିରନିଦ୍ରାରେ ଶୋଇଗଲେ ୧୦ ଜଣ ଭାଇ, ୩୭ ଜଣ ଆହତ
ନୂଆଦିଲ୍ଲୀ: ରାତି ପାହିଲେ ପ୍ରତି ପରିବାରରେ ବଡ଼ ହସଖୁସିରେ ପାଳିତ ହେବ ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ଏହି ପବିତ୍ର ସମ୍ପର୍କର ଦିବସ କାହା ପାଇଁ ଖୁସି ଆଣି ଦେଉଛି ତ ଆଉ କାହା ଆଖିରେ ଲୁହ ଭରି ଦେଉଛି । ଏହା ମଧ୍ୟରେ…