ଅମ୍ରିତ ଓ ଅଭିଷେକ ECMO ଚିକିତ୍ସା ପାଇଁ ଯାଇଥିଲେ ରାଜ୍ୟ ବାହାରକୁ, ଜାଣନ୍ତୁ କେମିତି ଅଛନ୍ତି ସେମାନେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ସହ ତୃତୀୟ ଲହରକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ କରୋନାରେ ସଂକ୍ରମିତ ହେବା ପରେ ଅନେକ ଗୁରୁତର ରୋଗୀ ଖର୍ଚ୍ଚାନ୍ତ…